By
The Sakala
ଢେଙ୍କାନାଳ: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ କାଙ୍କଡପାଳ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବିଶ ପିଇବା ସହ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଦମ୍ପତି। ମୃତ ଦମ୍ପତ୍ତି ହେଲେ ବିଶିକେଶନ ସାହୁ ଓ ମାମା ସାହୁ । ସୂଚନା ଅନୁଯାୟୀ, ଚଟାଣରେ ଆମେ ବିଶ ପିଇଛୁ ବୋଲି ଲେଖି ଆତ୍ମହତ୍ୟା କରିଛନ୍ତି। ଋଣ ଭାର ସହି ନ ପାରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ସଦରଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଢେଙ୍କାନାଳ: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ କାଙ୍କଡପାଳ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବିଶ ପିଇବା ସହ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଦମ୍ପତି। ମୃତ ଦମ୍ପତ୍ତି ହେଲେ ବିଶିକେଶନ ସାହୁ ଓ ମାମା ସାହୁ ।
ସୂଚନା ଅନୁଯାୟୀ, ଚଟାଣରେ ଆମେ ବିଶ ପିଇଛୁ ବୋଲି ଲେଖି ଆତ୍ମହତ୍ୟା କରିଛନ୍ତି। ଋଣ ଭାର ସହି ନ ପାରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ସଦରଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
About The Author: The Sakala