ଭୁବନେଶ୍ବର: ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ନାଁ ପପୁନି ସ୍ୱାଇଁ ହୋଇଥିହା ହେଳେ ମୃତକଙ୍କ ଘର ନିମାପଡା ବୋଲି ଜଣାପଡ଼ିଛ। ପପୁନି ପିଏଚଡ଼ି ମିସ୍ତ୍ରୀ ଭାବେ କାମ କରନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବେକରେ ଗାମୁଛା ଲଗାଇ ଥିବା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରେମିକାଙ୍କୁ ଦେଖା କରିବା ପାଇଁ ଧଉଳି ଥାନା ଶିଶୁପାଳଗଡ଼ ଆସିଥିଲେ ମୃତକ ଜଣଙ୍କ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର
ଭୁବନେଶ୍ବର: ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ନାଁ ପପୁନି ସ୍ୱାଇଁ ହୋଇଥିହା ହେଳେ ମୃତକଙ୍କ ଘର ନିମାପଡା ବୋଲି ଜଣାପଡ଼ିଛ। ପପୁନି ପିଏଚଡ଼ି ମିସ୍ତ୍ରୀ ଭାବେ କାମ କରନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବେକରେ ଗାମୁଛା ଲଗାଇ ଥିବା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରେମିକାଙ୍କୁ ଦେଖା କରିବା ପାଇଁ ଧଉଳି ଥାନା ଶିଶୁପାଳଗଡ଼ […]