ଋଣ ନ ସୁଝି ପାରିବାରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା !

ବାଙ୍କୀ: ଋଣ କରି ଋଣ ନ ସୁଝି ପାରିବାରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଅଭିଯୋଗ। ମୁଣ୍ଡଳୀ ନିକଟସ୍ଥ ମହାନଦୀ ବ୍ରିଜ ଉପରେ ଘଟିଛି ଏଭଳି ଅଘଟଣ। ଆତ୍ମହତ୍ୟା କରିଥିବା ଯୁବକଙ୍କ ସିଡ଼ିଏ ସେକ୍ଟର ୧୦ ମାର୍କତ ନଗର ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ହେମନ୍ତ ସାହୁ ବୋଲି ଜଣାପଡ଼ିଛି। ହେମନ୍ତ ଧୂପକାଠି ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟଉଥିଲେ। ସେ ବ୍ୟାଙ୍କରୁ ଋଣ କରିଥିଲେ।  ହେଲେ ଋଣ ଟଙ୍କା ସୁଝି ନ ପରିବାରୁ ଋଣ ଦେଇଥିବା […]

ବାଙ୍କୀ: ଋଣ କରି ଋଣ ନ ସୁଝି ପାରିବାରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଅଭିଯୋଗ। ମୁଣ୍ଡଳୀ ନିକଟସ୍ଥ ମହାନଦୀ ବ୍ରିଜ ଉପରେ ଘଟିଛି ଏଭଳି ଅଘଟଣ। ଆତ୍ମହତ୍ୟା କରିଥିବା ଯୁବକଙ୍କ ସିଡ଼ିଏ ସେକ୍ଟର ୧୦ ମାର୍କତ ନଗର ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ହେମନ୍ତ ସାହୁ ବୋଲି ଜଣାପଡ଼ିଛି। ହେମନ୍ତ ଧୂପକାଠି ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟଉଥିଲେ। ସେ ବ୍ୟାଙ୍କରୁ ଋଣ କରିଥିଲେ।  ହେଲେ ଋଣ ଟଙ୍କା ସୁଝି ନ ପରିବାରୁ ଋଣ ଦେଇଥିବା ବ୍ୟାଙ୍କ କର୍ମଚାରୀ ଟଙ୍କା ମାଗିଥିଲେ। ହେମନ୍ତ ଟଙ୍କା ନ ଦେଇ ପରିବାରୁ ବ୍ୟାଙ୍କ କର୍ମଚାରୀମାନେ ତାଙ୍କୁ ଗାଳି ଗୁଲଜ କରିଥିଲେ। ସେ ଲୋକ ଲଜ୍ଜା ସହ୍ୟ ନ କରିପାରି ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

About The Author: The Sakala