ବହୁ ସୁଟ୍ ବାଲା ଏବେ ଓଡ଼ିଶା ଆସିଗଲେ; ଏଥର ଜଙ୍ଗଲ, ଜମି ଓ ପାଣି ବିକ୍ରି ହେବ: କଂଗ୍ରେସ

ଭୁବନେଶ୍ୱର: ଓଡିଶାବାସୀଙ୍କୁ ଚେତାଇଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ବହୁ ସୁଟ୍ ବାଲା ଏବେ ଓଡ଼ିଶା ଆସିଗଲେ ଏଥର ଜଙ୍ଗଲ, ଜମି, ପାଣି ବିକ୍ରି ହେବ । ଏଥିପାଇଁ କଂଗ୍ରେସ ଲଢେଇ କରିବ। ୧୪ଜଣ ବିଧାୟକ ଏଥିପାଇଁ ଲଢ଼ିବେ ବୋଲି କହିଛନ୍ତି ଅଜୟ କୁମାର । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଆସିଲା, ଓଡିଶାର ଅର୍ଥ ଅପଚୟ ଆରମ୍ଭ ହେବ । ଚାକିରି ଯିବ, ଘର ଯିବ, ଜମି ବି ଲୁଟହେବ। ଅପେକ୍ଷା କରନ୍ତୁ […]

ଭୁବନେଶ୍ୱର: ଓଡିଶାବାସୀଙ୍କୁ ଚେତାଇଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ବହୁ ସୁଟ୍ ବାଲା ଏବେ ଓଡ଼ିଶା ଆସିଗଲେ ଏଥର ଜଙ୍ଗଲ, ଜମି, ପାଣି ବିକ୍ରି ହେବ । ଏଥିପାଇଁ କଂଗ୍ରେସ ଲଢେଇ କରିବ। ୧୪ଜଣ ବିଧାୟକ ଏଥିପାଇଁ ଲଢ଼ିବେ ବୋଲି କହିଛନ୍ତି ଅଜୟ କୁମାର ।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଆସିଲା, ଓଡିଶାର ଅର୍ଥ ଅପଚୟ ଆରମ୍ଭ ହେବ । ଚାକିରି ଯିବ, ଘର ଯିବ, ଜମି ବି ଲୁଟହେବ। ଅପେକ୍ଷା କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। ବିଜେପିର ଏସବୁ ଗୁଣ ଯୋଗୁଁ ସେମାନେ ଓଡ଼ିଶାରେ କ୍ଷମତାରୁ ବାହାରେ ଥିଲେ। କଂଗ୍ରେସ ସଙ୍ଗଠନରେ ଯେଉଁମାନେ ବିଦ୍ରୋହୀ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

About The Author: The Sakala