କାର,ବାଇକ୍ ଦୁର୍ଘଟଣା ; ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ

କରଞ୍ଜିଆ : କରଂଜିଆ ଥାନା ଅନ୍ତର୍ଗତ କୁଡୁଳିଆ ନିକଟ ରେ ଘଟିଛି ଏକ ମର୍ମଦୂତ ଦୁର୍ଘଟଣା । କାର, ବାଇକ ଧକ୍କା ରେ ବାଇକ ଚାଳକ ଘଟଣା ସ୍ଥଳ ରେ ମୃତ୍ୟୁ ବରଣ କରିଛି । ସୂଚନା ଅନୁଯାଇ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତୋର୍ଗତ ବୁଢ଼ାବଣି ଗ୍ରାମର ଉଗ୍ରେସନ ମହାନ୍ତ ଙ୍କ ପୁଅ ମଙ୍ଗୁଲୁ ଚରଣ ମହାନ୍ତ (50)ନିଜ ଓ ଡ଼ି /34ଏଫ /0246 ବାଇକ ଯୋଗେ କୁଡୁଳିଆ ଯାଉଥିଲେ ତେବେ ସେଠାରେ ଯଶିପୁର ପଟୁ […]

କରଞ୍ଜିଆ : କରଂଜିଆ ଥାନା ଅନ୍ତର୍ଗତ କୁଡୁଳିଆ ନିକଟ ରେ ଘଟିଛି ଏକ ମର୍ମଦୂତ ଦୁର୍ଘଟଣା । କାର, ବାଇକ ଧକ୍କା ରେ ବାଇକ ଚାଳକ ଘଟଣା ସ୍ଥଳ ରେ ମୃତ୍ୟୁ ବରଣ କରିଛି । ସୂଚନା ଅନୁଯାଇ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତୋର୍ଗତ ବୁଢ଼ାବଣି ଗ୍ରାମର ଉଗ୍ରେସନ ମହାନ୍ତ ଙ୍କ ପୁଅ ମଙ୍ଗୁଲୁ ଚରଣ ମହାନ୍ତ (50)ନିଜ ଓ ଡ଼ି /34ଏଫ /0246 ବାଇକ ଯୋଗେ କୁଡୁଳିଆ ଯାଉଥିଲେ ତେବେ ସେଠାରେ ଯଶିପୁର ପଟୁ ଆସୁସିଥିବା ଓଡି /02ବିକେ /2883 ନମ୍ବର ଏକ ହୁଣ୍ଡାଇ କାର ଟି ନିୟନ୍ତ୍ରଣ ହରାଇ ବାଇକ ଚାଳକ ମଙ୍ଗୁଲୁ ମହାନ୍ତ ଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ମଙ୍ଗୁଲୁ ମୃତୁ ବରଣ କରିଥିଲା । କରଞ୍ଜିଆ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଶରୀର ଓ ଦୁର୍ଘଟଣା ଘୋଟଇଥିବା କାର କୁ ଜବତ କରିବା ସହିତ ମୃତ ଶରୀର କୁ ବ୍ୟବଚ୍ଛେଦ କରିବାପାଇଁ କରଞ୍ଜିଆ ଡାକ୍ତର ଖାନାକୁ ପଠାଇବା ସହିତ କାର ଚାଳକକୁ ଅଟକ ରଖି ପଛରା ଉଚ୍ଚରା କରୁଛନ୍ତି।

About The Author: The Sakala