ଭୁବନେଶ୍ବର: ବାଲିଅନ୍ତା ଥାନା ବଇଁଚୁଆ ନିକଟରେ ସୁବାଳ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡ଼ି ଭାଇ-ଭଉଣୀଙ୍କ ମୃତ୍ଯୁ ଘଟିିଛି। ଖେଳୁଥିବା ସମୟରେ ୨ ଜଣ ପୋଖରୀରେ ପଡିଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବାଲିଅନ୍ତା ପୁଲିସ ପହଞ୍ଚି ଉଭୟଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।
ପୋଖରୀରେ ବୁଡ଼ି ଭାଇ-ଭଉଣୀଙ୍କ ସଲିଳ ସମାଧି