By
The Sakala
ଭୁବନେଶ୍ୱର: ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚର ଗୁଣ୍ଡାଗର୍ଦ୍ଦି ପ୍ରସଙ୍ଗ। ଟ୍ବିଟରରେ ଭିଡିଓ ପୋଷ୍ଟ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅବଗତ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପୁଲିସକୁ ଓଡ଼ିଶା ବିଜେପି ଯୁବମୋର୍ଚ୍ଚା କର୍ମୀ ଅତି ଅମାନୁଷିକ ଭାବେ ମାଡ ମାରୁଛନ୍ତି । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମାଡ଼ରେ ଜଣେ ଏସିପିଙ୍କ ସମେତ ୨୧ ପୁଲିସ ଆହତ ହୋଇଥିବା ବେଳେ ୨ଜଣ ଗରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ […]
ଭୁବନେଶ୍ୱର: ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚର ଗୁଣ୍ଡାଗର୍ଦ୍ଦି ପ୍ରସଙ୍ଗ। ଟ୍ବିଟରରେ ଭିଡିଓ ପୋଷ୍ଟ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅବଗତ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପୁଲିସକୁ ଓଡ଼ିଶା ବିଜେପି ଯୁବମୋର୍ଚ୍ଚା କର୍ମୀ ଅତି ଅମାନୁଷିକ ଭାବେ ମାଡ ମାରୁଛନ୍ତି । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମାଡ଼ରେ ଜଣେ ଏସିପିଙ୍କ ସମେତ ୨୧ ପୁଲିସ ଆହତ ହୋଇଥିବା ବେଳେ ୨ଜଣ ଗରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ନଡ୍ଡାଙ୍କୁ ଟ୍ୟାଗ୍ କରି ଟୁଇଟ କରିଛନ୍ତି ସସ୍ମିତ।
About The Author: The Sakala