ମାଷ୍ଟରକ୍ୟାଣ୍ଟିନ ଛକରେ ହାତ କାଟିଲେ ଯୁବତୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ହୋଲିରେ ଘଟିଲା ଅଭାବନୀୟ ଘଟଣା । ରାଜଧାନୀରେ ରାଜରାସ୍ତାରେ ନିଜ ହାତ କାଟିଲେ ଯୁବତୀ।ରାଜଧାନୀର ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଅପରାହ୍ନ ସମୟରେ ଜଣେ ନିଜ ହାତକୁ ହାତକୁ କାଟିଦେଇଥିଲେ। ଯୁବତୀଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି  ଖାରବେଳ ନଗର ଥାନା ପୁଲିସ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ତେବେ ଯୁବତୀ ଜଣଙ୍କ ପରିଚୟ ମିଳି ପାରିନଥିବା ବେଳେ ସେ କଣ ପାଇଁ ହାତ କାଟିଲେ […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ହୋଲିରେ ଘଟିଲା ଅଭାବନୀୟ ଘଟଣା । ରାଜଧାନୀରେ ରାଜରାସ୍ତାରେ ନିଜ ହାତ କାଟିଲେ ଯୁବତୀ।ରାଜଧାନୀର ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଅପରାହ୍ନ ସମୟରେ ଜଣେ ନିଜ ହାତକୁ ହାତକୁ କାଟିଦେଇଥିଲେ। ଯୁବତୀଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି  ଖାରବେଳ ନଗର ଥାନା ପୁଲିସ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ତେବେ ଯୁବତୀ ଜଣଙ୍କ ପରିଚୟ ମିଳି ପାରିନଥିବା ବେଳେ ସେ କଣ ପାଇଁ ହାତ କାଟିଲେ ତାହା ଜଣାପଡିନାହିଁ। । ଏହି ଘଟଣାରେ ଅଧିକ ତଦନ୍ତ କରୁଛି ପୁଲିସ୍ ।

 

About The Author: The Sakala