ଅଧିକ୍ଷଣ ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ରେଡ

ଭଦ୍ରକ : ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ। ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠି। ଠିକା ସଂସ୍ଥା ଠାରୁ ବେଆଇନ ଭାବେ ଟଙ୍କା ନେଇ ଗଛିତ ରଖିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଥିବା ଜଣାପଡିଛି। ଭିଜିଲାନ୍ସ ଏସପିଙ୍କ ନିର୍ଦେଶରେ ବିଭାଗର ଏକ ଚାରିଜଣିଆ ସ୍ଵତନ୍ତ୍ର ଟିମ୍ ପକ୍ଷରୁ ୫ଟି ସ୍ଥାନରେ ଏହି ଚଢାଉ କରାଯାଇଛି। […]

ଭଦ୍ରକ : ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ। ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠି। ଠିକା ସଂସ୍ଥା ଠାରୁ ବେଆଇନ ଭାବେ ଟଙ୍କା ନେଇ ଗଛିତ ରଖିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଥିବା ଜଣାପଡିଛି। ଭିଜିଲାନ୍ସ ଏସପିଙ୍କ ନିର୍ଦେଶରେ ବିଭାଗର ଏକ ଚାରିଜଣିଆ ସ୍ଵତନ୍ତ୍ର ଟିମ୍ ପକ୍ଷରୁ ୫ଟି ସ୍ଥାନରେ ଏହି ଚଢାଉ କରାଯାଇଛି। ଭଦ୍ରକ ସ୍ଥିତ ସରକାରୀ ଭାବଭବନ, କାର୍ଯ୍ୟାଳୟ, ଗାଁ ବାଲେଶ୍ୱର ଜ଼ିଲ୍ଲା ଅନ୍ତର୍ଗତ ଖଇରା ଏବଂ ଶ୍ୱଶୁର ଘରେ ଚଢାଉ। ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ ହୋଇଥିବା ସୂଚନା। ଏନେଇ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

About The Author: The Sakala