ସ୍ୱାମୀ ସାଜିଲା ସଇତାନ୍: ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅନ୍ତର୍ଗତ ତଳଦୁମୁକା ଗାଁ ମହାକୁଡ ସାହିରେ ଘଟିଛି ଅଭାବନୀୟ ଘଟଣା । ରବିବାର ବିଳମ୍ବିତ ରାତିରେ ଘରୋଇ କଳିରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ । ସ୍ୱାମୀଙ୍କ ନାମ କହ୍ନେଇ ବେହେରା ହୋଇଥିବା ବେଳେ ମୃତକ ହେଲେ କହ୍ନେଇଙ୍କର ସ୍ତ୍ରୀ ରାଧାରାଣୀ ବେହେରା। ସୂଚନା ଅନୁଯାୟୀ, ସ୍ବାମୀ କହ୍ନେଇ ବେହେରା  ଓ ସ୍ତ୍ରୀ ରାଧାରାଣୀଙ୍କ ମଧ୍ଯରେ କୌଣସି କାରଣରୁ […]

ଭଦ୍ରକ: ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅନ୍ତର୍ଗତ ତଳଦୁମୁକା ଗାଁ ମହାକୁଡ ସାହିରେ ଘଟିଛି ଅଭାବନୀୟ ଘଟଣା । ରବିବାର ବିଳମ୍ବିତ ରାତିରେ ଘରୋଇ କଳିରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ । ସ୍ୱାମୀଙ୍କ ନାମ କହ୍ନେଇ ବେହେରା ହୋଇଥିବା ବେଳେ ମୃତକ ହେଲେ କହ୍ନେଇଙ୍କର ସ୍ତ୍ରୀ ରାଧାରାଣୀ ବେହେରା।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସୂଚନା ଅନୁଯାୟୀ, ସ୍ବାମୀ କହ୍ନେଇ ବେହେରା  ଓ ସ୍ତ୍ରୀ ରାଧାରାଣୀଙ୍କ ମଧ୍ଯରେ କୌଣସି କାରଣରୁ ବଚସା ହୋଇଥିଲା। ସ୍ବାମୀ ଉତକ୍ଷୀପ୍ତ ହୋଇ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲେ।  ସ୍ତ୍ରୀକୁ ହତ୍ୟା ପରେ ନିଜ ପୁଅକୁ ମଧ୍ୟ ମାରିବାକୁ ଉଦ୍ୟମ କରୁଥିଲା ସଇତାନ୍ ବାପା । ଏହି ସମୟରେ ଚିତ୍କାର ଶୁଣି ଗାଁ ଲୋକ ଘରର କବାଟ ଭାଙ୍ଗି ନାବାଳକ ପୁଅକୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ସ୍ୱାମୀକୁ କାବୁ କରି ପୁଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

03 Jan 2022 By The Sakala

ସ୍ୱାମୀ ସାଜିଲା ସଇତାନ୍: ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ଭଦ୍ରକ: ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅନ୍ତର୍ଗତ ତଳଦୁମୁକା ଗାଁ ମହାକୁଡ ସାହିରେ ଘଟିଛି ଅଭାବନୀୟ ଘଟଣା । ରବିବାର ବିଳମ୍ବିତ ରାତିରେ ଘରୋଇ କଳିରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ । ସ୍ୱାମୀଙ୍କ ନାମ କହ୍ନେଇ ବେହେରା ହୋଇଥିବା ବେଳେ ମୃତକ ହେଲେ କହ୍ନେଇଙ୍କର ସ୍ତ୍ରୀ ରାଧାରାଣୀ ବେହେରା।

ସୂଚନା ଅନୁଯାୟୀ, ସ୍ବାମୀ କହ୍ନେଇ ବେହେରା  ଓ ସ୍ତ୍ରୀ ରାଧାରାଣୀଙ୍କ ମଧ୍ଯରେ କୌଣସି କାରଣରୁ ବଚସା ହୋଇଥିଲା। ସ୍ବାମୀ ଉତକ୍ଷୀପ୍ତ ହୋଇ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲେ।  ସ୍ତ୍ରୀକୁ ହତ୍ୟା ପରେ ନିଜ ପୁଅକୁ ମଧ୍ୟ ମାରିବାକୁ ଉଦ୍ୟମ କରୁଥିଲା ସଇତାନ୍ ବାପା । ଏହି ସମୟରେ ଚିତ୍କାର ଶୁଣି ଗାଁ ଲୋକ ଘରର କବାଟ ଭାଙ୍ଗି ନାବାଳକ ପୁଅକୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ସ୍ୱାମୀକୁ କାବୁ କରି ପୁଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।

https://www.thesakala.in/latest-odisha-news/bhadrak/husband-murder-to-his-wife-in-bdk/article-8113
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର