ବନ୍ୟା ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ ରହଣିଆ ଗ୍ରାମ ପଞ୍ଚାୟତ ନୋଉରଗପୁର ଗାଁ ଅରୁଣ ରାଉତଙ୍କ ଏକମାତ୍ର କଲେଜ ପଢୁଆ ପୁଅ ନିରଜ ରାଉତ (୧୮) ବୈତରଣୀ ନଦୀରେ ଆସିଥିବା ବନ୍ୟା ସ୍ରୋତରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ନିକଟ ମାଳଦା ବଜାରକୁ ମେଡିସିନ ଆଣିବାକୁ ଯାଉଥିବାବେଳେ ଗାଁ ମୁଣ୍ଡ ପୋଲ ଉପରେ ବନ୍ୟା ପାଣିରେ ଭାସିଯାଇ ଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଯାଜପୁର ମେଡିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ। ଯୁବକଙ୍କ […]

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ ରହଣିଆ ଗ୍ରାମ ପଞ୍ଚାୟତ ନୋଉରଗପୁର ଗାଁ ଅରୁଣ ରାଉତଙ୍କ ଏକମାତ୍ର କଲେଜ ପଢୁଆ ପୁଅ ନିରଜ ରାଉତ (୧୮) ବୈତରଣୀ ନଦୀରେ ଆସିଥିବା ବନ୍ୟା ସ୍ରୋତରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ନିକଟ ମାଳଦା ବଜାରକୁ ମେଡିସିନ ଆଣିବାକୁ ଯାଉଥିବାବେଳେ ଗାଁ ମୁଣ୍ଡ ପୋଲ ଉପରେ ବନ୍ୟା ପାଣିରେ ଭାସିଯାଇ ଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଯାଜପୁର ମେଡିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ। ଯୁବକଙ୍କ ମୃତ୍ୟୁପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

04 Aug 2023 By The Sakala

ବନ୍ୟା ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ ରହଣିଆ ଗ୍ରାମ ପଞ୍ଚାୟତ ନୋଉରଗପୁର ଗାଁ ଅରୁଣ ରାଉତଙ୍କ ଏକମାତ୍ର କଲେଜ ପଢୁଆ ପୁଅ ନିରଜ ରାଉତ (୧୮) ବୈତରଣୀ ନଦୀରେ ଆସିଥିବା ବନ୍ୟା ସ୍ରୋତରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ନିକଟ ମାଳଦା ବଜାରକୁ ମେଡିସିନ ଆଣିବାକୁ ଯାଉଥିବାବେଳେ ଗାଁ ମୁଣ୍ଡ ପୋଲ ଉପରେ ବନ୍ୟା ପାଣିରେ ଭାସିଯାଇ ଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଯାଜପୁର ମେଡିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ। ଯୁବକଙ୍କ ମୃତ୍ୟୁପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର