ରାଜଧାନୀରେ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟୁଛି ଗଣେଶ ପୂଜା: ଗଛରେ ପୂଜା ପାଉଛନ୍ତି ଗଜାନନ

ଭୁବନେଶ୍ୱର: ରାଜଧାନୀର ଫରେଷ୍ଟ ପାର୍କରେ ଆଜି ନିଆରା ଭାବେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି । ଯେଉଁଠି ଏକ ଗଛକୁ ଗଜାନନ ବେଶରେ ସଜାଯାଇ ପୂଜା କରାଯାଉଛି। ଏହାସହ ଏଠାରେ ଯେଉଁମାମେ ଶ୍ରଦ୍ଧାଳୁ ଆସୁଛନ୍ତି ସେମାନଙ୍କୁ ପ୍ରସାଦ ବଦଳରେ ଛୋଟ ଛୋଟ ଗଛ ପ୍ରଦାନ କରାଯାଉଛି। କରୋନା ସମୟରେ ଅକ୍ସିଜେନର ଆବଶ୍ୟକତା ଅଧିକ ଥିବାରୁ ଗଛକୁ ପୂଜା କରି ଏହାର ଆବଶ୍ୟକତା ନେଇ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛି ବକୁଲ ଫାଉଣ୍ଡେସନ ।

About The Author: The Sakala