ବରଗଡ଼ ଧନୁଯାତ୍ରା ପାଇଁ ଘୋଷଣା ହେଲା କଂସଙ୍କ ନାଁ...

୨୦୨୫-୨୬ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ

ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଚୟନ ହେଲେ ସୁଶୀଲ କୁମାର ମେହେର। ଏନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ( ADM) ମହେନ୍ଦ୍ର ମହାପାତ୍ର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ୪୪ ଜଣ କଳାକାର କଂସ ଚୟନ ପାଇଁ ଆବେଦନ କରିଥିବା ବେଳେ ୩୬ଜଣ କଳାକାର ୫ ଜଣ ବିଚାରକଙ୍କ ସମ୍ମୁଖରେ ନିଜର  ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିଲେ।

About The Author: Deviprasad Mohanty