ଭୁଜାଲିରେ ହାଣି ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ଠାରେ ଅଭାବନୀୟ ଘଟଣା ଘଟିଛି। ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଲୁଟ ଟଙ୍କାର ପରିମାଣ ୧ଲକ୍ଷ ୭୦ ହଜାର ଟଙ୍କା ବୋଲି ସୂଚନା ଦେଇଛନ୍ତି ବ୍ଯବସାୟୀ। ଉକ୍ତ ବ୍ୟବସାୟୀ ଜଣଙ୍କ ନାମ ପଞ୍ଚାନନ ମହାନ୍ତି। ସେ ସ୍ଥାନୀୟ ଲକ୍ଷ୍ମଣାପଡା ଗ୍ରାମ ବୋଲି ଜଣା ପଡ଼ିଛି। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା ଜଣା ପଡ଼ିଛି।

About The Author: The Sakala