ପୋଲ ତଳକୁ ଓଲଟିଲା ବସ୍‌: ୨୦ରୁ ଉର୍ଦ୍ଧ୍ବ ଆହତ, ଉଦ୍ଧରା କାର୍ଯ୍ୟରେ ୫ଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ…

ବାଲେଶ୍ୱର: ବାଲେଶ୍ୱର ନୁଣିଆଯୋଡ଼ିରେ ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା ବସ୍‌ । ବାଲିଆପାଳରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ୍‌। ବସ୍‌ରେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ଯରୁ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାୟୀ ୫ଟି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ NDRF ଟିମ ଉଦ୍ଧର କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

About The Author: The Sakala