ବାଇକ୍କୁ ସାମ୍ନାରୁ ପିଟିଲା ଟ୍ରକ୍, ଚାଲିଗଲା ୨ଜଣଙ୍କ ଜୀବନ
ସୋର: ବାଇକ-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣେ ମୃତକ ମାଣିତ୍ରୀ ଗାଁର ଅରଜିତ ବେହେରା ହୋଇଥିବା ସୂଚନା । ଅନ୍ୟଜଣେ ଯୁବକଙ୍କ ପରିଚୟ ମିଳିପାରିନି । ମୃତ ଯୁବକ ଦୁଇ ଜଣ ଗତକାଲି ବିଳମ୍ବିତ ରାତିରେ ଭଦ୍ରକରୁ କାମ ସାରି ବାଇକ୍ରେ ଘରକୁ […]
ସୋର: ବାଇକ-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣେ ମୃତକ ମାଣିତ୍ରୀ ଗାଁର ଅରଜିତ ବେହେରା ହୋଇଥିବା ସୂଚନା । ଅନ୍ୟଜଣେ ଯୁବକଙ୍କ ପରିଚୟ ମିଳିପାରିନି । ମୃତ ଯୁବକ ଦୁଇ ଜଣ ଗତକାଲି ବିଳମ୍ବିତ ରାତିରେ ଭଦ୍ରକରୁ କାମ ସାରି ବାଇକ୍ରେ ଘରକୁ ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣାପରେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ହାଇୱେ ପୋଲିସକୁ ଖବର ଦେଇଥିଲେ ଖବର ପାଇ ପୋଲିସ ପହଞ୍ଚି ରାସ୍ତାରୁ ଶବ ହଟାଇବା ସହ ଶବ ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲକୁ ଆଣିଥିଲେ l