ବାରହା ଶିକାର ପାଇଁ ବସା ଯାଇଥିବା ଫାଶରେ ପଡି ଗାଈ ଚରାଳିଙ୍କ ମୃତ୍ୟୁ

The Sakala Picture
Published On

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଖର୍ଲିକାନୀର ମିର୍ଧାପଡ଼ା କରଲାବାହଲି ଜଙ୍ଗଲରେ ରବିବାର ଅଘଟଣ ଘଟିଛି । ଗାଈ ଚରାଇବାକୁ ଯାଇଥିବା ବେଳେ ବାରହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ଚରାଳିଙ୍କ ମୃତ୍ୟୁ ଘଟିଛି ।  ମୃତକ ଜଣଙ୍କ ହେଲେ ଖର୍ଲିକାନୀ ଗାଁର ଶେଷ କୁଆଚି ।

11 Jul 2021 By The Sakala

ବାରହା ଶିକାର ପାଇଁ ବସା ଯାଇଥିବା ଫାଶରେ ପଡି ଗାଈ ଚରାଳିଙ୍କ ମୃତ୍ୟୁ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଖର୍ଲିକାନୀର ମିର୍ଧାପଡ଼ା କରଲାବାହଲି ଜଙ୍ଗଲରେ ରବିବାର ଅଘଟଣ ଘଟିଛି । ଗାଈ ଚରାଇବାକୁ ଯାଇଥିବା ବେଳେ ବାରହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ଚରାଳିଙ୍କ ମୃତ୍ୟୁ ଘଟିଛି ।  ମୃତକ ଜଣଙ୍କ ହେଲେ ଖର୍ଲିକାନୀ ଗାଁର ଶେଷ କୁଆଚି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର