ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ମତ୍ସ୍ୟ ଅଧିକାରୀ। ୩୦ ହଜାର ଲାଞ୍ଚ ନେବାବେଳେ ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଧରାପଡ଼ିଛନ୍ତି। ସବ୍ସିଡି ରିଲିଜ୍ କରିବାକୁ SHG ମହିଳାଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଛନ୍ତି।
ଭିଜିଲାନ୍ସ ଜାଲରେ ସହକାରୀ ମତ୍ସ୍ୟ ଅଧିକାରୀ…