ସହକର୍ମୀଙ୍କ ସହ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ଗିରଫ ହେଲେ ASO…

ଭୁବନେଶ୍ବର: ମହଙ୍ଗା ପଡିଲା ସହକର୍ମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା । ଗିରଫ ହେଲେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ASO) ବଳରାମ ଟୁଡୁ। ବଳରାମଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବହଳଦାରେ। କିଛି ମାସ ତଳେ ନିଜ ସହକର୍ମୀଙ୍କୁ ପ୍ରେମ ନିବେଦନ କରି ଏକାଧିକ ଶାରୀରିକ ସମ୍ପର୍କ ରଖିଥିଲେ ବଳରାମ । ପୀଡିତା ଜଣଙ୍କ ଗର୍ଭବତୀ ହେବା ଖବର ମିଳିବା ପରେ ବାହା ହେବାକୁ ଜିଦ ଧରିଥିଲ । କିନ୍ତୁ ପରେ ବଳରାମ ବିବାହ ପ୍ରସ୍ତାବକୁ ଫାଙ୍କିବା ସହ ଯୁବତୀଙ୍କ […]

ଭୁବନେଶ୍ବର: ମହଙ୍ଗା ପଡିଲା ସହକର୍ମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା । ଗିରଫ ହେଲେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ASO) ବଳରାମ ଟୁଡୁ। ବଳରାମଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବହଳଦାରେ। କିଛି ମାସ ତଳେ ନିଜ ସହକର୍ମୀଙ୍କୁ ପ୍ରେମ ନିବେଦନ କରି ଏକାଧିକ ଶାରୀରିକ ସମ୍ପର୍କ ରଖିଥିଲେ ବଳରାମ । ପୀଡିତା ଜଣଙ୍କ ଗର୍ଭବତୀ ହେବା ଖବର ମିଳିବା ପରେ ବାହା ହେବାକୁ ଜିଦ ଧରିଥିଲ । କିନ୍ତୁ ପରେ ବଳରାମ ବିବାହ ପ୍ରସ୍ତାବକୁ ଫାଙ୍କିବା ସହ ଯୁବତୀଙ୍କ ଠାରୁ ଦୂରେଇ ରହିଥିଲେ। ଯାହାକୁ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଏଏସଓ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

About The Author: The Sakala