ଆଜି ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହୋଇଛି। ଶୁକ୍ରବାର ବର୍ଷାର ପରିମାଣ ବୃଦ୍ଧି ହେବାକୁ ଥିବା ବେଳେ ପ୍ରଭାବ ମଧ୍ୟ ଅଧିକ ଅଞ୍ଚଳରେ ପଡ଼ିବ । ଶୁକ୍ରବାର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ିର ପ୍ରଭାବ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ କୁଆ ପଥର ବର୍ଷା ବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଖୋର୍ଦ୍ଧା, ପୁରୀ, […]
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହୋଇଛି। ଶୁକ୍ରବାର ବର୍ଷାର ପରିମାଣ ବୃଦ୍ଧି ହେବାକୁ ଥିବା ବେଳେ ପ୍ରଭାବ ମଧ୍ୟ ଅଧିକ ଅଞ୍ଚଳରେ ପଡ଼ିବ । ଶୁକ୍ରବାର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ିର ପ୍ରଭାବ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ କୁଆ ପଥର ବର୍ଷା ବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଖୋର୍ଦ୍ଧା, ପୁରୀ, ଅନଗୁଳ, ଢେଙ୍କାନା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ପୂର୍ବ ଆକଳନ ମୁତାବକ ୪ ଓ ୫ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବ। ଶୁକ୍ରବାର ସକାଳୁ ୩୬ ଘଣ୍ଟା ଭିତରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜର ସ୍ଥାନରେ ମଧ୍ୟମ ଧରଣର ବର୍ଷା (୨୦-୩୦ ମିମି) କେ ବ୍ରା ପଡ଼ା , ସୁନ୍ଦରଗଡ଼ରେ ସ୍ଵଳ୍ପ ଓ ସ୍ଥାନେ ସ୍ଥାନେ ମଧ୍ୟମ (୧୦ ୨୦ମିମି) କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ ଓ କଟକ, ଜଗତସିଂହପୁର , ଯାଜପୁର, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳରେ ସ୍ଵଳ୍ପ (୫- ୧୦ ମିମି) ଏବଂ ଗଞ୍ଜାମ ସହ ଦକ୍ଷିଣ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ବିକ୍ଷିପ୍ତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ରାତିରେ ଉଭୟ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪-୫ ଡିଗ୍ରୀ ସେଲସିୟସ କମି ପରବର୍ତ୍ତି ତିନି ଦିନରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣରେ ତାପମାତ୍ରା ଅପରିବର୍ତ୍ତିତ ରହିବ। ତେବେ ଆଭ୍ୟନ୍ତରୀଣ ଦକ୍ଷିଣରେ କ୍ରମଶଃ ବଢ଼ିବ। ସୋମବାର ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବଢ଼ିବ। ଭୁବନେଶ୍ବର ସମେତ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳରେ ଶୁକ୍ରବାର ଓ ଶନିବାର ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ କମି ସୋମବାରଠାରୁ ପୁଣି ବଢ଼ିବାର ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଶୁକ୍ରବାହ ରାତିରେ କୁହୁଡ଼ି ହେବା ସହ ଉତ୍ତର ଓଡ଼ିଶାରେ ଗୁରୁବାର ଓ ଶୁକ୍ରବାର ରାତିରେ କୁହୁଡ଼ି ବଢ଼ିବ।