୬ ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ

The Sakala Picture
Published On

କଟକ: ରାଜଧାନୀ ଭୁବନେଶ୍ୱର ପରେ କଟକକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ । ଗୋଟିଏ ପରିବାରର ଏକାବେଳକେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସିଏମସି । କଟକ ସହର ଅନ୍ତର୍ଗତ ନୂଆ ରାଉସପାଟଣାର ଗୋପବନ୍ଧୁ ବିହାର ଅଞ୍ଚଳରେ ଏହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଉକ୍ତ ପରିବାର ଉପରେ କଡ଼ା କଟକଣା ଲଗାଯାଇଛି। ବାହାରର ଲୋକମାନେ ଉକ୍ତ […]

କଟକ: ରାଜଧାନୀ ଭୁବନେଶ୍ୱର ପରେ କଟକକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ । ଗୋଟିଏ ପରିବାରର ଏକାବେଳକେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସିଏମସି । କଟକ ସହର ଅନ୍ତର୍ଗତ ନୂଆ ରାଉସପାଟଣାର ଗୋପବନ୍ଧୁ ବିହାର ଅଞ୍ଚଳରେ ଏହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଉକ୍ତ ପରିବାର ଉପରେ କଡ଼ା କଟକଣା ଲଗାଯାଇଛି। ବାହାରର ଲୋକମାନେ ଉକ୍ତ ଘରକୁ ଯାଇପାରିବେ ନାହିଁ କିମ୍ବା ଉକ୍ତ ଘରେ ରହୁଥିବା ପରିବାର ସଦସ୍ୟମାନେ ବାହାରକୁ ଆସିପାରିବେ ନାହିଁ।। ପରିବାର ଲୋକଙ୍କୁ ସିଏମ୍‌ସି ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

27 Dec 2021 By The Sakala

୬ ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ

କଟକ: ରାଜଧାନୀ ଭୁବନେଶ୍ୱର ପରେ କଟକକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ । ଗୋଟିଏ ପରିବାରର ଏକାବେଳକେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସିଏମସି । କଟକ ସହର ଅନ୍ତର୍ଗତ ନୂଆ ରାଉସପାଟଣାର ଗୋପବନ୍ଧୁ ବିହାର ଅଞ୍ଚଳରେ ଏହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଉକ୍ତ ପରିବାର ଉପରେ କଡ଼ା କଟକଣା ଲଗାଯାଇଛି। ବାହାରର ଲୋକମାନେ ଉକ୍ତ ଘରକୁ ଯାଇପାରିବେ ନାହିଁ କିମ୍ବା ଉକ୍ତ ଘରେ ରହୁଥିବା ପରିବାର ସଦସ୍ୟମାନେ ବାହାରକୁ ଆସିପାରିବେ ନାହିଁ।। ପରିବାର ଲୋକଙ୍କୁ ସିଏମ୍‌ସି ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଯୋଗାଇ ଦିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର