ନାକ୍‌ ରେଟିଂ ପାଇଁ ଲାଞ୍ଚ ମାମଲାରେ ୧୦ ଗିରଫ; ଓଡିଶା ସମେତ ୨୦ଟି ସ୍ଥାନରେ ସିବିଆଇ ଚଢ଼ଉ

The Sakala Picture
Published On

ସମ୍ବଲପୁର: ସମ୍ବଲପୁରରେ ସିବିଆଇ ସ୍କାନରରେ ନାକ୍ ଟିମ୍ ସଦସ୍ୟ। ନାକ୍‌ ରେଟିଂ ପାଇଁ ଲାଞ୍ଚ ମାମଲାରେ ସିବିଆଇ ୧୦ଜଣଙ୍କୁ ଗିରଫ କରିଛି। ନାକ୍ ଟିମରେ ସମ୍ବଲପୁରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ପ୍ରଫେସର ଥିବା ସୂଚନା ମିଳିଛି। ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ୍‌ ଟିମ୍‌ ସଦସ୍ୟଙ୍କ ନାମରେ ଏନେଇ ମାମଲା ରୁଜୁ ହୋଇଛି। ପୂରା ଟିମକୁ ଅଟକାଇ ଛାନବିନ କରୁଛି ସିବିଆଇ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ୱାଦେଶ୍ୱରମ୍‌ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ଦିଆଯାଇ ଥିବା […]

ସମ୍ବଲପୁର: ସମ୍ବଲପୁରରେ ସିବିଆଇ ସ୍କାନରରେ ନାକ୍ ଟିମ୍ ସଦସ୍ୟ। ନାକ୍‌ ରେଟିଂ ପାଇଁ ଲାଞ୍ଚ ମାମଲାରେ ସିବିଆଇ ୧୦ଜଣଙ୍କୁ ଗିରଫ କରିଛି। ନାକ୍ ଟିମରେ ସମ୍ବଲପୁରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ପ୍ରଫେସର ଥିବା ସୂଚନା ମିଳିଛି। ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ୍‌ ଟିମ୍‌ ସଦସ୍ୟଙ୍କ ନାମରେ ଏନେଇ ମାମଲା ରୁଜୁ ହୋଇଛି। ପୂରା ଟିମକୁ ଅଟକାଇ ଛାନବିନ କରୁଛି ସିବିଆଇ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ୱାଦେଶ୍ୱରମ୍‌ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ଦିଆଯାଇ ଥିବା ଅଭିଯୋଗ ହୋଇଛି। ଆନ୍ଧ୍ରର ଲିଙ୍କ ସମ୍ବଲପୁରରେ ମିଳିବା ପରେ ପ୍ରଫେସରଙ୍କ ଘରେ ଖୋଳତାଡ଼ କରୁଛି ସିବିଆଇ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

୨୦ଟି ସ୍ଥାନରେ ସିବିଆଇ ଚଢ଼ଉ କରିଛି। ଚେନ୍ନାଇ, ବାଙ୍ଗାଲୋର, ବିଜୟୱାଡା, ସମ୍ୱଲପୁର, ପାଲମୁ, ଭୋପାଳ, ଦିଲ୍ଲୀ ଆଦି ଅଞ୍ଚଳରେ ରେଡ୍‌ ହୋଇଛି। ରେଡ୍‌ରେ ୩୭ଲକ୍ଷ ଟଙ୍କା, ୬ଟି ଲାପଟପ୍‌, ଆଇ-ଫୋନ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଜିପି ସାରଥୀ ଶର୍ମା ଭିସି କେଏଲଇଏଫ କୋନେରୁ, ରାଜା ହରିନ ଭାଇସ ପ୍ରେସିଡେଣ୍ଟ କେଏଲଇଏଫ, ଏ ରାମ କ୍ରିଷ୍ଣା, କେଏଲ୍‌ ୟୁନିଭର୍ସିଟି ହାଇଦ୍ରାବାଦ, ସମରେନ୍ଦ୍ର ନାଥ ସାହା ଭିସି ଚନ୍ଦ୍ରବଂଶୀ ବିଶ୍ୱବିଦ୍ୟାଳୟ ତଥା ଅଧ୍ୟକ୍ଷ ଏନ୍‌ଏଏସି ଇନ୍ସପେକ୍ସନ୍‌ କମିଟି ଗାୟତ୍ରୀ ଦେବରାଜା ସଦସ୍ୟ ନାକ୍‌ କମିଟି, ଡ.ବୁଲୁ ମହାରଣା ପ୍ରଫେସର ସମ୍ୱଲପୁର ବିଶ୍ୱବିଦ୍ୟାଳୟ, ସଦସ୍ୟ ନାକ୍‌ କମିଟି। ଏନେଇ ଖୋଳତାଡ ଜାରି ରହିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

02 Feb 2025 By The Sakala

ନାକ୍‌ ରେଟିଂ ପାଇଁ ଲାଞ୍ଚ ମାମଲାରେ ୧୦ ଗିରଫ; ଓଡିଶା ସମେତ ୨୦ଟି ସ୍ଥାନରେ ସିବିଆଇ ଚଢ଼ଉ

ସମ୍ବଲପୁର: ସମ୍ବଲପୁରରେ ସିବିଆଇ ସ୍କାନରରେ ନାକ୍ ଟିମ୍ ସଦସ୍ୟ। ନାକ୍‌ ରେଟିଂ ପାଇଁ ଲାଞ୍ଚ ମାମଲାରେ ସିବିଆଇ ୧୦ଜଣଙ୍କୁ ଗିରଫ କରିଛି। ନାକ୍ ଟିମରେ ସମ୍ବଲପୁରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ପ୍ରଫେସର ଥିବା ସୂଚନା ମିଳିଛି। ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ୍‌ ଟିମ୍‌ ସଦସ୍ୟଙ୍କ ନାମରେ ଏନେଇ ମାମଲା ରୁଜୁ ହୋଇଛି। ପୂରା ଟିମକୁ ଅଟକାଇ ଛାନବିନ କରୁଛି ସିବିଆଇ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ୱାଦେଶ୍ୱରମ୍‌ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ଦିଆଯାଇ ଥିବା ଅଭିଯୋଗ ହୋଇଛି। ଆନ୍ଧ୍ରର ଲିଙ୍କ ସମ୍ବଲପୁରରେ ମିଳିବା ପରେ ପ୍ରଫେସରଙ୍କ ଘରେ ଖୋଳତାଡ଼ କରୁଛି ସିବିଆଇ।

୨୦ଟି ସ୍ଥାନରେ ସିବିଆଇ ଚଢ଼ଉ କରିଛି। ଚେନ୍ନାଇ, ବାଙ୍ଗାଲୋର, ବିଜୟୱାଡା, ସମ୍ୱଲପୁର, ପାଲମୁ, ଭୋପାଳ, ଦିଲ୍ଲୀ ଆଦି ଅଞ୍ଚଳରେ ରେଡ୍‌ ହୋଇଛି। ରେଡ୍‌ରେ ୩୭ଲକ୍ଷ ଟଙ୍କା, ୬ଟି ଲାପଟପ୍‌, ଆଇ-ଫୋନ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଜିପି ସାରଥୀ ଶର୍ମା ଭିସି କେଏଲଇଏଫ କୋନେରୁ, ରାଜା ହରିନ ଭାଇସ ପ୍ରେସିଡେଣ୍ଟ କେଏଲଇଏଫ, ଏ ରାମ କ୍ରିଷ୍ଣା, କେଏଲ୍‌ ୟୁନିଭର୍ସିଟି ହାଇଦ୍ରାବାଦ, ସମରେନ୍ଦ୍ର ନାଥ ସାହା ଭିସି ଚନ୍ଦ୍ରବଂଶୀ ବିଶ୍ୱବିଦ୍ୟାଳୟ ତଥା ଅଧ୍ୟକ୍ଷ ଏନ୍‌ଏଏସି ଇନ୍ସପେକ୍ସନ୍‌ କମିଟି ଗାୟତ୍ରୀ ଦେବରାଜା ସଦସ୍ୟ ନାକ୍‌ କମିଟି, ଡ.ବୁଲୁ ମହାରଣା ପ୍ରଫେସର ସମ୍ୱଲପୁର ବିଶ୍ୱବିଦ୍ୟାଳୟ, ସଦସ୍ୟ ନାକ୍‌ କମିଟି। ଏନେଇ ଖୋଳତାଡ ଜାରି ରହିଥିବା ସୂଚନା ମିଳିଛି ।

https://www.thesakala.in/latest-odisha-news/cbi-arrests-10-in-naac-rating-scam/article-38400
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର