ପରୀକ୍ଷାରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ସାଂସଦ ମାନସ ମଙ୍ଗରାଜଙ୍କ କଟାକ୍ଷ

The Sakala Picture
Published On

ଭୁବନେଶ୍ବର: ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟବ୍ୟାପୀ ଦେଖାଦେଇଛି ଅସନ୍ତୋଷ। ସରକାରଙ୍କ ବିରୋଧରେ ଆନ୍ଦୋଳନ ଓ ବିକ୍ଷୋଭ ପରେ ଆଜି କାଠଯୋଡି ନଦୀରେ ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଛନ୍ତି ଓଏସଏସସି ଆଶାୟୀ। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ସହ ବୟାନବାଜି ଜାରି ରହିଥିବାବେଳେ ସରକାରଙ୍କୁ କଟାକ୍ଷ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଘଟଣାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଅସନ୍ତୋଷ ଜାହିର କରଛନ୍ତି ମାନସ। ସେ […]

ଭୁବନେଶ୍ବର: ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟବ୍ୟାପୀ ଦେଖାଦେଇଛି ଅସନ୍ତୋଷ। ସରକାରଙ୍କ ବିରୋଧରେ ଆନ୍ଦୋଳନ ଓ ବିକ୍ଷୋଭ ପରେ ଆଜି କାଠଯୋଡି ନଦୀରେ ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଛନ୍ତି ଓଏସଏସସି ଆଶାୟୀ। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ସହ ବୟାନବାଜି ଜାରି ରହିଥିବାବେଳେ ସରକାରଙ୍କୁ କଟାକ୍ଷ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଘଟଣାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଅସନ୍ତୋଷ ଜାହିର କରଛନ୍ତି ମାନସ।

ଆହୁରି ପଢ଼ନ୍ତୁ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ, ହେଲା 'ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ'

ସେ ଲେଖିଛନ୍ତି ଯେ, ହୋଟେଲ ଓ ଭଡାଘରେ ଆରଆଇ, ଆମିନ ପରୀକ୍ଷା କଲେ। ସାଇବର କାଫେରେ କେତୋଟି କମ୍ପ୍ୟୁଟର ରଖି ପରୀକ୍ଷା କେନ୍ଦ୍ର ଭାବେ ବ୍ୟବହାର କରାଯଗଲା। ଏହା କଣ ଓଡିଶା ସରକାରଙ୍କ ସ୍ୱଚ୍ଛତା, କର୍ତ୍ତବ୍ୟ ଓ ଦାୟିତ୍ୱବୋଧ କି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

ଆହୁରି ପଢ଼ନ୍ତୁ: ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେରାବିଶ କାଉପଡ଼ା 'RI'ଙ୍କୁ ଧରିଲା ଭିଜିଲାନ୍ସ

10 Oct 2024 By The Sakala

ପରୀକ୍ଷାରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ସାଂସଦ ମାନସ ମଙ୍ଗରାଜଙ୍କ କଟାକ୍ଷ

ଭୁବନେଶ୍ବର: ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟବ୍ୟାପୀ ଦେଖାଦେଇଛି ଅସନ୍ତୋଷ। ସରକାରଙ୍କ ବିରୋଧରେ ଆନ୍ଦୋଳନ ଓ ବିକ୍ଷୋଭ ପରେ ଆଜି କାଠଯୋଡି ନଦୀରେ ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଛନ୍ତି ଓଏସଏସସି ଆଶାୟୀ। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ସହ ବୟାନବାଜି ଜାରି ରହିଥିବାବେଳେ ସରକାରଙ୍କୁ କଟାକ୍ଷ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଘଟଣାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଅସନ୍ତୋଷ ଜାହିର କରଛନ୍ତି ମାନସ।

ସେ ଲେଖିଛନ୍ତି ଯେ, ହୋଟେଲ ଓ ଭଡାଘରେ ଆରଆଇ, ଆମିନ ପରୀକ୍ଷା କଲେ। ସାଇବର କାଫେରେ କେତୋଟି କମ୍ପ୍ୟୁଟର ରଖି ପରୀକ୍ଷା କେନ୍ଦ୍ର ଭାବେ ବ୍ୟବହାର କରାଯଗଲା। ଏହା କଣ ଓଡିଶା ସରକାରଙ୍କ ସ୍ୱଚ୍ଛତା, କର୍ତ୍ତବ୍ୟ ଓ ଦାୟିତ୍ୱବୋଧ କି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର