ଭରତପୁର ଥାନା ପୋଲିସ ବର୍ବରତା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯୁବ କଂଗ୍ରେସର ଟମାଟୋ ମାଡ

The Sakala Picture
Published On

ଭୁବନେଶ୍ୱର: ଭରତପୁର ଥାନା ପୋଲିସ ବର୍ବରତାକୁ ନେଇ ଏବେ ସମଗ୍ର ରାଜ୍ୟରେ ତେଜିଛି ବିବାଦ। ତେବେ ଏହି ଘଟଣାକୁ ପ୍ରତିବାଦ କରିବାକୁ ଯାଇ ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ। ଭରତପୁର ଥାନା ଲଜ୍ଜା ଘଟଣାକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ ସମେତ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଯାଉଥିବା ବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୋଲିସ । ବ୍ୟାରିକେଡ କରି ସେମାନଙ୍କୁ ଅଟକାଇଥିଲା ପୋଲିସ । ପ୍ରତିବାଦରେ କଂଗ୍ରେସ କର୍ମୀମାନେ […]

ଭୁବନେଶ୍ୱର: ଭରତପୁର ଥାନା ପୋଲିସ ବର୍ବରତାକୁ ନେଇ ଏବେ ସମଗ୍ର ରାଜ୍ୟରେ ତେଜିଛି ବିବାଦ। ତେବେ ଏହି ଘଟଣାକୁ ପ୍ରତିବାଦ କରିବାକୁ ଯାଇ ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ। ଭରତପୁର ଥାନା ଲଜ୍ଜା ଘଟଣାକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ ସମେତ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଯାଉଥିବା ବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୋଲିସ । ବ୍ୟାରିକେଡ କରି ସେମାନଙ୍କୁ ଅଟକାଇଥିଲା ପୋଲିସ । ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ବ୍ୟାରିକେଡ କରିଥିବା ପୋଲିସ ଉପରକୁ ମାରିଥିଲେ ଅଣ୍ଡା, ଟମାଟୋ ।ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିବାବେଳେ ବ୍ୟାରିକେଟ ଉପରେ ଚଢ଼ି ଘଟଣାକୁ ନେଇ ହଲ୍ଲାବୋଲ କରିଛି ଯୁବ କଂଗ୍ରେସ। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ବିଜେପି ସରକାରରେ ନାରୀମାନେ ଅସୁରକ୍ଷିତ ବୋଲି ଅଭିଯୋଗ ଆଣିଛି ଯୁବ କଂଗ୍ରେସ। ସେପଟେ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

21 Sep 2024 By The Sakala

ଭରତପୁର ଥାନା ପୋଲିସ ବର୍ବରତା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯୁବ କଂଗ୍ରେସର ଟମାଟୋ ମାଡ

ଭୁବନେଶ୍ୱର: ଭରତପୁର ଥାନା ପୋଲିସ ବର୍ବରତାକୁ ନେଇ ଏବେ ସମଗ୍ର ରାଜ୍ୟରେ ତେଜିଛି ବିବାଦ। ତେବେ ଏହି ଘଟଣାକୁ ପ୍ରତିବାଦ କରିବାକୁ ଯାଇ ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ। ଭରତପୁର ଥାନା ଲଜ୍ଜା ଘଟଣାକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ ସମେତ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଯାଉଥିବା ବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୋଲିସ । ବ୍ୟାରିକେଡ କରି ସେମାନଙ୍କୁ ଅଟକାଇଥିଲା ପୋଲିସ । ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ବ୍ୟାରିକେଡ କରିଥିବା ପୋଲିସ ଉପରକୁ ମାରିଥିଲେ ଅଣ୍ଡା, ଟମାଟୋ ।ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିବାବେଳେ ବ୍ୟାରିକେଟ ଉପରେ ଚଢ଼ି ଘଟଣାକୁ ନେଇ ହଲ୍ଲାବୋଲ କରିଛି ଯୁବ କଂଗ୍ରେସ। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ବିଜେପି ସରକାରରେ ନାରୀମାନେ ଅସୁରକ୍ଷିତ ବୋଲି ଅଭିଯୋଗ ଆଣିଛି ଯୁବ କଂଗ୍ରେସ। ସେପଟେ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର