୮୩ ବର୍ଷୀୟ ବୃଦ୍ଧଙ୍କ ଆଗରେ ହାର ମାନିଲା କରୋନା

The Sakala Picture
Published On

ମହାମାରୀ କରୋନାର ଦ୍ଵିତୀୟ ଲହର ଏବେ ସାରା ଭାରତକୁ କବଳିତ କରି ରଖିଛି । କରୋନା ଭୟରେ ଲୋକମାନେ ବାହାରକୁ ବାହାରୁ ନାହାନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ବାଲିଗୁଡ଼ାରୁ ଆସିଛି ଗୋଟେ ଖୁସିର ଖବର । ଯେଉଁଠି ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଛି କରୋନା । ଭୂତାଣୁ ସହ ଲଢେଇରେ ଜିତାପଟ ମାରିଛନ୍ତି ଶ୍ୟାମଘନ ପଣ୍ଡା । କନ୍ଧମାଳ ବାଲିଗୁଡା ଭଗାମୁଣ୍ଡା ସାହିର ୮୩ […]

ମହାମାରୀ କରୋନାର ଦ୍ଵିତୀୟ ଲହର ଏବେ ସାରା ଭାରତକୁ କବଳିତ କରି ରଖିଛି । କରୋନା ଭୟରେ ଲୋକମାନେ ବାହାରକୁ ବାହାରୁ ନାହାନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ବାଲିଗୁଡ଼ାରୁ ଆସିଛି ଗୋଟେ ଖୁସିର ଖବର । ଯେଉଁଠି ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଛି କରୋନା । ଭୂତାଣୁ ସହ ଲଢେଇରେ ଜିତାପଟ ମାରିଛନ୍ତି ଶ୍ୟାମଘନ ପଣ୍ଡା । କନ୍ଧମାଳ ବାଲିଗୁଡା ଭଗାମୁଣ୍ଡା ସାହିର ୮୩ ବର୍ଷୀୟ ବୃଦ୍ଧ ଶ୍ୟାମଘନ ପଣ୍ଡାଙ୍କୁ ଗତ କିଛି ଦିନ ତଳେ ଜ୍ୱର ଲାଗି ରହିଥିଲା । ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହେବା ପରେ ଶ୍ୟାମଘନଙ୍କୁ ବାଲିଗୁଡ଼ା ବଡ଼ଗାଁରେ ଥିବା କୋଭିଡ୍ କେୟାର୍ ସେଣ୍ଟରକୁ ନିଆଯାଇଥିଲା । ସେଠାରେ ଉପଯୁକ୍ତ ଚିକିତ୍ସା ପରେ ଗତକାଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହେବା ପରେ ସମୟରେ କୋଭିଡ୍ କେୟାର୍ ସେଣ୍ଟରର ଡାକ୍ତର ଅଭିନନ୍ଦନ ଜଣାଇବା ସହ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ବିଦାୟ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

16 May 2021 By The Sakala

୮୩ ବର୍ଷୀୟ ବୃଦ୍ଧଙ୍କ ଆଗରେ ହାର ମାନିଲା କରୋନା

ମହାମାରୀ କରୋନାର ଦ୍ଵିତୀୟ ଲହର ଏବେ ସାରା ଭାରତକୁ କବଳିତ କରି ରଖିଛି । କରୋନା ଭୟରେ ଲୋକମାନେ ବାହାରକୁ ବାହାରୁ ନାହାନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ବାଲିଗୁଡ଼ାରୁ ଆସିଛି ଗୋଟେ ଖୁସିର ଖବର । ଯେଉଁଠି ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଛି କରୋନା । ଭୂତାଣୁ ସହ ଲଢେଇରେ ଜିତାପଟ ମାରିଛନ୍ତି ଶ୍ୟାମଘନ ପଣ୍ଡା । କନ୍ଧମାଳ ବାଲିଗୁଡା ଭଗାମୁଣ୍ଡା ସାହିର ୮୩ ବର୍ଷୀୟ ବୃଦ୍ଧ ଶ୍ୟାମଘନ ପଣ୍ଡାଙ୍କୁ ଗତ କିଛି ଦିନ ତଳେ ଜ୍ୱର ଲାଗି ରହିଥିଲା । ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହେବା ପରେ ଶ୍ୟାମଘନଙ୍କୁ ବାଲିଗୁଡ଼ା ବଡ଼ଗାଁରେ ଥିବା କୋଭିଡ୍ କେୟାର୍ ସେଣ୍ଟରକୁ ନିଆଯାଇଥିଲା । ସେଠାରେ ଉପଯୁକ୍ତ ଚିକିତ୍ସା ପରେ ଗତକାଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହେବା ପରେ ସମୟରେ କୋଭିଡ୍ କେୟାର୍ ସେଣ୍ଟରର ଡାକ୍ତର ଅଭିନନ୍ଦନ ଜଣାଇବା ସହ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ବିଦାୟ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର