ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ

The Sakala Picture
Published On

ଭୁବନେଶ୍ବର: ଅସହ୍ୟ ତାତିରେ ଜଳୁଛି ଓଡ଼ିଶା। ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଗାମୀ ୪ରୁ ୫ ଦିନ ଯାଏଁ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଉଛି। ଯଦି କାଳବୈଶାଖୀ ବର୍ଷା ନହୁଏ, ତେବେ ତାପମାତ୍ରା ୪୨ ଡିଗ୍ରି ପର୍ଯ୍ୟନ୍ତ ରହିପାରେ। ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ ରେକର୍ଡ କରାଯାଇଛି। […]

ଭୁବନେଶ୍ବର: ଅସହ୍ୟ ତାତିରେ ଜଳୁଛି ଓଡ଼ିଶା। ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଗାମୀ ୪ରୁ ୫ ଦିନ ଯାଏଁ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଉଛି। ଯଦି କାଳବୈଶାଖୀ ବର୍ଷା ନହୁଏ, ତେବେ ତାପମାତ୍ରା ୪୨ ଡିଗ୍ରି ପର୍ଯ୍ୟନ୍ତ ରହିପାରେ। ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ ରେକର୍ଡ କରାଯାଇଛି। ସମ୍ବଲପୁର ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୩ ଡିଗ୍ରି ରେକର୍ଡ କରାଯାଇଛି। ତେବେ ସମ୍ବଲପୁର ବ୍ୟତୀତ ହୀରାକୁଦରେ ୪୧.୮ ଡ଼ିଗ୍ରି, ଝାରସୁଗୁଡାରେ୪୦.୪ ଡ଼ିଗ୍ରି, ଚାନ୍ଦବାଲିରେ ୪୦ ଡ଼ିଗ୍ରି, ଭୁବନେଶ୍ୱରରେ ୩୮.୮ ଡ଼ିଗ୍ରି, ବାଲେଶ୍ୱରରେ ୩୫.୮ ଡ଼ିଗ୍ରି, କେନ୍ଦୁଝରରେ ୩୫.୪ ଡ଼ିଗ୍ରି, ପୁରୀରେ ୩୪ ଡ଼ିଗ୍ରି, ପାରାଦ୍ୱୀପରେ ୩୩.୪ ଡ଼ିଗ୍ରି ଓ ଗୋପାଳପୁରରେ ୩୩.୨ ଡ଼ିଗ୍ରି ପାରା ଛୁଇଁଛି।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

21 May 2023 By The Sakala

ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ବର: ଅସହ୍ୟ ତାତିରେ ଜଳୁଛି ଓଡ଼ିଶା। ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଗାମୀ ୪ରୁ ୫ ଦିନ ଯାଏଁ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଉଛି। ଯଦି କାଳବୈଶାଖୀ ବର୍ଷା ନହୁଏ, ତେବେ ତାପମାତ୍ରା ୪୨ ଡିଗ୍ରି ପର୍ଯ୍ୟନ୍ତ ରହିପାରେ। ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ ରେକର୍ଡ କରାଯାଇଛି। ସମ୍ବଲପୁର ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୩ ଡିଗ୍ରି ରେକର୍ଡ କରାଯାଇଛି। ତେବେ ସମ୍ବଲପୁର ବ୍ୟତୀତ ହୀରାକୁଦରେ ୪୧.୮ ଡ଼ିଗ୍ରି, ଝାରସୁଗୁଡାରେ୪୦.୪ ଡ଼ିଗ୍ରି, ଚାନ୍ଦବାଲିରେ ୪୦ ଡ଼ିଗ୍ରି, ଭୁବନେଶ୍ୱରରେ ୩୮.୮ ଡ଼ିଗ୍ରି, ବାଲେଶ୍ୱରରେ ୩୫.୮ ଡ଼ିଗ୍ରି, କେନ୍ଦୁଝରରେ ୩୫.୪ ଡ଼ିଗ୍ରି, ପୁରୀରେ ୩୪ ଡ଼ିଗ୍ରି, ପାରାଦ୍ୱୀପରେ ୩୩.୪ ଡ଼ିଗ୍ରି ଓ ଗୋପାଳପୁରରେ ୩୩.୨ ଡ଼ିଗ୍ରି ପାରା ଛୁଇଁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର