ବାଣ ବ୍ୟବସାୟ ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି: ଜୋନାଲ ଡେପୁଟି କମିଶନରଙ୍କ ଠାରୁ ବ୍ଯବସାୟୀମାନେ ନେଇପାରିବେ ଅନୁମତି

The Sakala Picture
Published On

ଭୁବନେଶ୍ବର: ଆଗକୁ ଆଲୋକର ପର୍ବ ଦୀପାବଳୀ। ଦୀପାବଳୀରେ ହେବ ବାଣ ବ୍ୟବସାୟ।  ଭୁବନେଶ୍ୱରରେ ବାଣ ବ୍ୟବସାୟ ପାଇଁ ବିଏମସି ପକ୍ଷରୁ ଦିଆଯିବ ଅନୁମତି। ଅନୁମତି ପାଇବାରେ ଆବେଦନକାରୀଙ୍କୁ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ  ନପଡ଼େ ତାକୁ ଦୃଷ୍ଟିରେ ରଖି ଜାରି ହୋଇଛି ନିର୍ଦେଶନାମା। ବିଏମସିର ୩ଟି ଯୋନର ଜୋନାଲ ଡେପୁଟି କମିଶନରଙ୍କୁ ଦିଆଯାଇଛି କ୍ଷମତା। ବିଏମସିର ମୋଟ ୬୭ଟି ୱାର୍ଡକୁ ୩ଭାଗରେ ବିଭକ୍ତ କରାଯାଇ ଅନୁମତି ପ୍ରଦାନ କ୍ଷମତା ZDC  ଅର୍ଥାତ ଜୋନାଲ ଡେପୁଟି କମିଶନର […]

ଭୁବନେଶ୍ବର: ଆଗକୁ ଆଲୋକର ପର୍ବ ଦୀପାବଳୀ। ଦୀପାବଳୀରେ ହେବ ବାଣ ବ୍ୟବସାୟ।  ଭୁବନେଶ୍ୱରରେ ବାଣ ବ୍ୟବସାୟ ପାଇଁ ବିଏମସି ପକ୍ଷରୁ ଦିଆଯିବ ଅନୁମତି। ଅନୁମତି ପାଇବାରେ ଆବେଦନକାରୀଙ୍କୁ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ  ନପଡ଼େ ତାକୁ ଦୃଷ୍ଟିରେ ରଖି ଜାରି ହୋଇଛି ନିର୍ଦେଶନାମା। ବିଏମସିର ୩ଟି ଯୋନର ଜୋନାଲ ଡେପୁଟି କମିଶନରଙ୍କୁ ଦିଆଯାଇଛି କ୍ଷମତା। ବିଏମସିର ମୋଟ ୬୭ଟି ୱାର୍ଡକୁ ୩ଭାଗରେ ବିଭକ୍ତ କରାଯାଇ ଅନୁମତି ପ୍ରଦାନ କ୍ଷମତା ZDC  ଅର୍ଥାତ ଜୋନାଲ ଡେପୁଟି କମିଶନର ମାନଙ୍କୁ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର