ତାତିରେ ଜଳୁଛି ସାରା ଓଡ଼ିଶା: ୪୫ ଡିଗ୍ରୀ ପାର କଲା ୨ ସହର

The Sakala Picture
Published On

ଭୁବନେଶ୍ବର: ଆଜି ରାଜ୍ଯର ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।  ତେବେ ୪୫.୩ ଡ଼ିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଟିଟିଲାଗଡ଼ରେ ମଧ୍ଯ  ୪୫.୨ ଡିଗ୍ରୀ ରହିଛି ଦିନର ତାପମାତ୍ରା। ଏଥିସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦୁଇଟି ସହରରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ପାରଦ। ଆଗାମୀ ୨ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକକ […]

ଭୁବନେଶ୍ବର: ଆଜି ରାଜ୍ଯର ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।  ତେବେ ୪୫.୩ ଡ଼ିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଟିଟିଲାଗଡ଼ରେ ମଧ୍ଯ  ୪୫.୨ ଡିଗ୍ରୀ ରହିଛି ଦିନର ତାପମାତ୍ରା। ଏଥିସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦୁଇଟି ସହରରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ପାରଦ। ଆଗାମୀ ୨ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ୧୫ ସହରର ତାପମାତ୍ରା –  ବାରିପଦାରେ ୪୦ , ଝାରସୁଗୁଡ଼ାରେ ୪୨.୭, ସମ୍ବଲପୁରରେ ୪୨, ସୁନ୍ଦରଗଡ଼ରେ ୪୨, ହୀରାକୁଦରେ ୪୧.୩, ଭବାନୀପାଟଣାରେ ୪୩.୫, ଦେବଗଡରେ ୪୧.୨, ବରଗଡ଼ରେ ୪୨.୬, ନୂଆପଡ଼ାରେ ୪୨.୪, ନବରଙ୍ଗପୁରରେ ୪୦, ସୁବର୍ଣ୍ଣପୁରରେ ୪୧ .୫, ବୌଦ୍ଧରେ ୪୪ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ତାପମାତ୍ରା ୪୩ ଡିଗ୍ରୀ ରହିଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

09 Jun 2022 By The Sakala

ତାତିରେ ଜଳୁଛି ସାରା ଓଡ଼ିଶା: ୪୫ ଡିଗ୍ରୀ ପାର କଲା ୨ ସହର

ଭୁବନେଶ୍ବର: ଆଜି ରାଜ୍ଯର ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।  ତେବେ ୪୫.୩ ଡ଼ିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଟିଟିଲାଗଡ଼ରେ ମଧ୍ଯ  ୪୫.୨ ଡିଗ୍ରୀ ରହିଛି ଦିନର ତାପମାତ୍ରା। ଏଥିସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦୁଇଟି ସହରରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ପାରଦ। ଆଗାମୀ ୨ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ୧୫ ସହରର ତାପମାତ୍ରା –  ବାରିପଦାରେ ୪୦ , ଝାରସୁଗୁଡ଼ାରେ ୪୨.୭, ସମ୍ବଲପୁରରେ ୪୨, ସୁନ୍ଦରଗଡ଼ରେ ୪୨, ହୀରାକୁଦରେ ୪୧.୩, ଭବାନୀପାଟଣାରେ ୪୩.୫, ଦେବଗଡରେ ୪୧.୨, ବରଗଡ଼ରେ ୪୨.୬, ନୂଆପଡ଼ାରେ ୪୨.୪, ନବରଙ୍ଗପୁରରେ ୪୦, ସୁବର୍ଣ୍ଣପୁରରେ ୪୧ .୫, ବୌଦ୍ଧରେ ୪୪ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ତାପମାତ୍ରା ୪୩ ଡିଗ୍ରୀ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର