କେନାଲରେ ବୁଡି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ

ତାଳଚେର: ଆଜି ତାଳଚେର ସମଲ୍ ବ୍ୟାରେଜ ଦକ୍ଷିଣ ଶାଖା କେନାଲ ଗୁରୁଜାଙ୍ଗ ଗ୍ରାମ ନିକଟ କେନାଲରେ ଦୁଇ ଜଣ ନାବାଳକ ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତ ଦୁଇ ବାଳକଙ୍କ ନା ଓମ୍ ପାଣି ଏବଂ ସାନୁ ପାଣି ଉଭୟ ନାବାଳକ ହାଇ ସ୍କୁଲ ଛାତ୍ର ଗାଧେଇ ଯାଇଥବା ବେଳେ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁ ଖୋଜାଖୋଜି ପରେ ଅଚେତ୍ ଦୁଇ ବାଳକକୁ ଉଦ୍ଧାର କରାଯାଇ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ […]

ତାଳଚେର: ଆଜି ତାଳଚେର ସମଲ୍ ବ୍ୟାରେଜ ଦକ୍ଷିଣ ଶାଖା କେନାଲ ଗୁରୁଜାଙ୍ଗ ଗ୍ରାମ ନିକଟ କେନାଲରେ ଦୁଇ ଜଣ ନାବାଳକ ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତ ଦୁଇ ବାଳକଙ୍କ ନା ଓମ୍ ପାଣି ଏବଂ ସାନୁ ପାଣି ଉଭୟ ନାବାଳକ ହାଇ ସ୍କୁଲ ଛାତ୍ର ଗାଧେଇ ଯାଇଥବା ବେଳେ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁ ଖୋଜାଖୋଜି ପରେ ଅଚେତ୍ ଦୁଇ ବାଳକକୁ ଉଦ୍ଧାର କରାଯାଇ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଯାଇଥିଲା ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ଉଭୟଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆ ଯାଇଛି।

About The Author: The Sakala