ଚିକିତ୍ସାଳୟ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

The Sakala Picture
Published On

ଅନୁଗୁଳ: ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗ ପାଞ୍ଚ ମହଲା ଉପରୁ ଯୁବକ ଡେଇଁ ଆଜି ପ୍ରାତଃ ସମୟରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକ ଅନୁଗୁଳ ବଆଁରପାଳ ବ୍ଳକ ଗୁତୁମରା ଗ୍ରାମର ଚିକୁନ ବିଶ୍ବାଳ ବୋଲି ଜଣାପଡିଛି। ସୂଚନା ମୁତାବକ ଗତ କାଲି ସନ୍ଧ୍ୟାରେ ସେ ସାନିଟାଇଜର ପିଇ ଅନୁଗୁଳ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ଯୁବକର ଆତ୍ମହତ୍ୟା ଘଟଣା ପରେ ତାଙ୍କ ପରିବାର ଲୋକ ମେଡିକାଲର ସିକୁରୀଟି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।ଏହି ଘଟଣା […]

ଅନୁଗୁଳ: ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗ ପାଞ୍ଚ ମହଲା ଉପରୁ ଯୁବକ ଡେଇଁ ଆଜି ପ୍ରାତଃ ସମୟରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକ ଅନୁଗୁଳ ବଆଁରପାଳ ବ୍ଳକ ଗୁତୁମରା ଗ୍ରାମର ଚିକୁନ ବିଶ୍ବାଳ ବୋଲି ଜଣାପଡିଛି। ସୂଚନା ମୁତାବକ ଗତ କାଲି ସନ୍ଧ୍ୟାରେ ସେ ସାନିଟାଇଜର ପିଇ ଅନୁଗୁଳ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି

ଆଜି ଯୁବକର ଆତ୍ମହତ୍ୟା ଘଟଣା ପରେ ତାଙ୍କ ପରିବାର ଲୋକ ମେଡିକାଲର ସିକୁରୀଟି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।ଏହି ଘଟଣା ପରେ ମେଡିକାଲ ପରିସରରେ ଉତେଜନା ଦେଖାଦେଇଥିଲା। ମେଡିକାଲ କତ୍ତୃପକ୍ଷ ନିଜର ଦୋଷ ଲୁଚାଇବାକୁ ଯାଇ ତରବରିଆ ଭାବରେ ମୃତ ଯୁବକର ଶବ ବ୍ୟବାଛେଦ ପାଇଁ ପଠାଇଦେଇଥିଲେ। ଅନୁଗୁଳ ମେଡିକାଲରେ ସୁରକ୍ଷା କର୍ମୀ ବ୍ୟବସ୍ଥାରେ ଅବହେଳା ଦ୍ୱାରା ବାରମ୍ବାର ଅଘଟଣ ଘଟୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ମେଡିକାଲ କତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

16 Dec 2021 By The Sakala

ଚିକିତ୍ସାଳୟ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଅନୁଗୁଳ: ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗ ପାଞ୍ଚ ମହଲା ଉପରୁ ଯୁବକ ଡେଇଁ ଆଜି ପ୍ରାତଃ ସମୟରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକ ଅନୁଗୁଳ ବଆଁରପାଳ ବ୍ଳକ ଗୁତୁମରା ଗ୍ରାମର ଚିକୁନ ବିଶ୍ବାଳ ବୋଲି ଜଣାପଡିଛି। ସୂଚନା ମୁତାବକ ଗତ କାଲି ସନ୍ଧ୍ୟାରେ ସେ ସାନିଟାଇଜର ପିଇ ଅନୁଗୁଳ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ଆଜି ଯୁବକର ଆତ୍ମହତ୍ୟା ଘଟଣା ପରେ ତାଙ୍କ ପରିବାର ଲୋକ ମେଡିକାଲର ସିକୁରୀଟି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।ଏହି ଘଟଣା ପରେ ମେଡିକାଲ ପରିସରରେ ଉତେଜନା ଦେଖାଦେଇଥିଲା। ମେଡିକାଲ କତ୍ତୃପକ୍ଷ ନିଜର ଦୋଷ ଲୁଚାଇବାକୁ ଯାଇ ତରବରିଆ ଭାବରେ ମୃତ ଯୁବକର ଶବ ବ୍ୟବାଛେଦ ପାଇଁ ପଠାଇଦେଇଥିଲେ। ଅନୁଗୁଳ ମେଡିକାଲରେ ସୁରକ୍ଷା କର୍ମୀ ବ୍ୟବସ୍ଥାରେ ଅବହେଳା ଦ୍ୱାରା ବାରମ୍ବାର ଅଘଟଣ ଘଟୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ମେଡିକାଲ କତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର