ଅନୁଗୁଳ: ମର୍ଣ୍ଣିଙ୍ଗ ୱାକ୍ କରୁଥିବାବେଳେ ଧକ୍କାଦେଲା ଅଜଣା ଗାଡି । ଦୁର୍ଘଟଣାରେ ଚାଲିଗଲା ଦୁଇଜଣଙ୍କ ଜୀବନ । ପାଲଲହଡା ମୁକ୍ତାପୁର ଛକ ୪୯ ନଂ ଏନଏଚର ରାଧାସାହି ନିକଟରେ ଘଟିଛି ଏପରି ମର୍ମଦୁନ୍ତ ଦୁର୍ଘଟଣା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତ ଦୁଇ ଯୁବକ ହେଲେ ମୁକ୍ତାପୁର ଗ୍ରାମର ମାଧବ ସାମାଡ଼ ଓ ଅନ୍ୟ ଜଣେ ସୁସବ ଗ୍ରାମର ରାଜେଶ ଶୁଣ୍ଢୀ । ଅଜଣା ଗାଡିଟି ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇଥିବା ସୂଚନା । ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ମର୍ଣ୍ଣିଙ୍ଗ ୱାକ୍ ବେଳେ ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇଜଣଙ୍କ ଜୀବନ
ଅନୁଗୁଳ: ମର୍ଣ୍ଣିଙ୍ଗ ୱାକ୍ କରୁଥିବାବେଳେ ଧକ୍କାଦେଲା ଅଜଣା ଗାଡି । ଦୁର୍ଘଟଣାରେ ଚାଲିଗଲା ଦୁଇଜଣଙ୍କ ଜୀବନ । ପାଲଲହଡା ମୁକ୍ତାପୁର ଛକ ୪୯ ନଂ ଏନଏଚର ରାଧାସାହି ନିକଟରେ ଘଟିଛି ଏପରି ମର୍ମଦୁନ୍ତ ଦୁର୍ଘଟଣା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତ ଦୁଇ ଯୁବକ ହେଲେ ମୁକ୍ତାପୁର ଗ୍ରାମର ମାଧବ ସାମାଡ଼ ଓ ଅନ୍ୟ ଜଣେ ସୁସବ ଗ୍ରାମର ରାଜେଶ ଶୁଣ୍ଢୀ । ଅଜଣା ଗାଡିଟି ଧକ୍କା […]