ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ। ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ନେଇ ଅଭିଯୋଗ। ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି ଧଉଳି ଥାନା ପୋଲିସ। ହଷ୍ଟେଲରେ ରହୁଥିଲେ ପୀଡିତା ଜଣଙ୍କ । ଗତକାଲି କୌଣସି କାରଣକୁ ନେଇ ହୋଟେଲ ଡାକିଥିଲେ ଯୁବତୀଙ୍କ ପୁରୁଷ ବନ୍ଧୁ। ଯୁବତୀଙ୍କ ଇଛା ବିରୋଧରେ ହୋଟେଲରେ ବଳପୂର୍ବକ ଦୁଷ୍କର୍ମ ନେଇ ହୋଇଛି ଅଭିଯୋଗ। ଅଭିଯୋଗ ଆଧାରରେ ପୀଡିତାଙ୍କ ଡାକ୍ତରୀମାଇନା ସହ ଅଭିଯୁକ୍ତକୁ ଧରିବାକୁ ଛାନଭିନ ଚଳାଇଛି ପୋଲିସ।