ଫେବୃଆରୀ ୧୮ରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ଆସନ୍ତା ଡିସେମ୍ବର ୨୦ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ପ୍ରବେଶିକା ସହିତ ଲାଟେରାଲ୍‍ ନାମଲେଖା ପାଇଁ ସପ୍ତମ, ଅଷ୍ଟମ ଓ ନବମଶ୍ରେଣୀରେ ମଧ୍ୟ ପଞ୍ଜୀକରଣ କରିବାକୁ ଥିବାବେଳେ ଫେବୃଆରୀ ୧୮ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ଆସନ୍ତା ଜାନୁଆରୀ ୧୯ ତାରିଖ ଯାଏଁ ପଞ୍ଜୀକରଣ କରି ପାରିବେ। ତେବେ ମାନଲେଖା ସମ୍ପର୍କିତ ସମସ୍ତ ତଥ୍ୟ ଛାତ୍ରଛାତ୍ରୀ ବିଏସଇର […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ଆସନ୍ତା ଡିସେମ୍ବର ୨୦ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ପ୍ରବେଶିକା ସହିତ ଲାଟେରାଲ୍‍ ନାମଲେଖା ପାଇଁ ସପ୍ତମ, ଅଷ୍ଟମ ଓ ନବମଶ୍ରେଣୀରେ ମଧ୍ୟ ପଞ୍ଜୀକରଣ କରିବାକୁ ଥିବାବେଳେ ଫେବୃଆରୀ ୧୮ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ଆସନ୍ତା ଜାନୁଆରୀ ୧୯ ତାରିଖ ଯାଏଁ ପଞ୍ଜୀକରଣ କରି ପାରିବେ। ତେବେ ମାନଲେଖା ସମ୍ପର୍କିତ ସମସ୍ତ ତଥ୍ୟ ଛାତ୍ରଛାତ୍ରୀ ବିଏସଇର ୱେବ୍‍ ସାଇଟ୍‍ www.bseodisha.ac.in ମାଧ୍ୟମରେ ପାଇ ପାରିବେ ବୋଲି ବିଭାଗ କହିଛି।

About The Author: The Sakala