ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ପଶ୍ଚିମ ଓଡ଼ିଶାରେ ମଧ୍ଯ କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ଯାରେ ବୃଦ୍ଧି ଘଟୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ଯସରକାର ୧୨ ଓଏଏସ୍ ଅଧିକାରୀଙ୍କୁ ପଶ୍ଚିମ ଓଡ଼ିଶା ଦାୟିତ୍ବ ଦେଇଛନ୍ତି।ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ବେତ କୁମାର ଦାସଙ୍କୁ ନୂଆପଡ଼ା ଦାୟିତ୍ବ ଦିଆଯାଇଛି। ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ରଙ୍କୁ ବଲାଙ୍ଗୀର ଦାୟିତ୍ବ। ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କରଙ୍କୁ ବରଗଡ଼ ଦାୟିତ୍ବ। ମଧୁସୂଦନ ବେହେରା, ପ୍ରଭାତ ସାହୁ ଓ ସନ୍ତୋଷ ଦାସଙ୍କୁ ସମ୍ବଲପୁର ଦାୟିତ୍ବରେ ପଠାଯାଇଥିବା ବେଳେ ଆଶିଷ ଜେନା ଓ ଦେବାଶିଷ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼ ଦାୟିତ୍ବ ଦିଆଯାଇଛି।
କରୋନା ମୁକାବିଲା: ୧୨ ଓଏଏସ୍ ଅଧିକାରୀଙ୍କୁ ପଶ୍ଚିମ ଓଡ଼ିଶା ଦାୟିତ୍ବ
ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ପଶ୍ଚିମ ଓଡ଼ିଶାରେ ମଧ୍ଯ କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ଯାରେ ବୃଦ୍ଧି ଘଟୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ଯସରକାର ୧୨ ଓଏଏସ୍ ଅଧିକାରୀଙ୍କୁ ପଶ୍ଚିମ ଓଡ଼ିଶା ଦାୟିତ୍ବ ଦେଇଛନ୍ତି।ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ବେତ କୁମାର ଦାସଙ୍କୁ ନୂଆପଡ଼ା ଦାୟିତ୍ବ ଦିଆଯାଇଛି। ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ରଙ୍କୁ ବଲାଙ୍ଗୀର ଦାୟିତ୍ବ। ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କରଙ୍କୁ ବରଗଡ଼ ଦାୟିତ୍ବ। ମଧୁସୂଦନ […]