ଗୁରୁବାର ରାଶିଫଳ ( ୨୦ – ୦୪ – ୨୦୨୩ )

The Sakala Picture
Published On

ମେଷ: ଅର୍ଥହାନି ସହ ବିଘ୍ନ ଘଟିପାରେ। କଳହ ସହିତ ସମ୍ମାନହାନି ହୋଇପାରେ। ଅନାବଶ୍ୟକ ବ୍ୟୟ ସହିତ ଅବସାଦର ଆଶଙ୍କା ରହିଛି। ବୃଷ: ଉତ୍ତମ ସ୍ବାସ୍ଥ୍ୟ, ଅର୍ଥ ଓ ସମ୍ପତ୍ତି ଲାଭ, ଭାଗ୍ୟୋଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ ଜୀବନରେ ଶାନ୍ତି, ସମ୍ମାନ ଲାଭ, ଶତ୍ରୁ ଉପରେ ବିଜୟ, ନୂତନ କାର୍ଯ୍ୟାରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମିଥୁନ: ସାମାଜିକ ତଥା ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। […]

ମେଷ: ଅର୍ଥହାନି ସହ ବିଘ୍ନ ଘଟିପାରେ। କଳହ ସହିତ ସମ୍ମାନହାନି ହୋଇପାରେ। ଅନାବଶ୍ୟକ ବ୍ୟୟ ସହିତ ଅବସାଦର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୬-୦୬-୨୦୨୬)

ବୃଷ: ଉତ୍ତମ ସ୍ବାସ୍ଥ୍ୟ, ଅର୍ଥ ଓ ସମ୍ପତ୍ତି ଲାଭ, ଭାଗ୍ୟୋଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ ଜୀବନରେ ଶାନ୍ତି, ସମ୍ମାନ ଲାଭ, ଶତ୍ରୁ ଉପରେ ବିଜୟ, ନୂତନ କାର୍ଯ୍ୟାରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୦୯-୦୬-୨୦୨୬ )

ମିଥୁନ: ସାମାଜିକ ତଥା ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୧୧-୦୬-୨୦୨୬)

କର୍କଟ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ, ସର୍ବସୁଖ ପ୍ରାପ୍ତି, ଅର୍ଥଲାଭ ସହ ସ୍ବାସ୍ଥ୍ୟରେ ଉନ୍ନତି ଏବଂ ସୁଖାଦ୍ୟ ପ୍ରାପ୍ତି ସହିତ ବିବାହ ଯୋଗ ରହିଛି।

ସିଂହ: ଅନେକ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ନୂତନ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବେ।

କନ୍ୟା: ସାବଧାନତାର ସହ ଯାତାୟତ କରନ୍ତୁ। ଅର୍ଥ କାରବାରରୁ ଦୂରେଇ ରୁହନ୍ତୁ। ପରିବାରରେ ସାମାନ୍ୟ ତିକ୍ତତା ଦେଖାଦେଇପାରେ। ପରିବାର ସହ ଧାର୍ମିକସ୍ଥାନକୁ ଯାଇପାରନ୍ତି।

ତୁଳା: ପ୍ରିୟଜନଙ୍କ ବ୍ୟବହାର କଷ୍ଟ ଦେଇପାରେ। ସମୟ ପୂର୍ବରୁ ସମସ୍ତ କାର୍ଯ୍ୟକୁ ପୂରଣ କରିବେ। ଅକସ୍ମାତ୍‌ ଆର୍ଥିକ ସହାୟତା ପାଇବେ। ସାଙ୍ଗସାଥୀଙ୍କ ସହ ସମୟ କଟାଇବେ।

ବିଛା: ସକାରାତ୍ମକ ଚିନ୍ତାଧାରା ରଖି ଆଗକୁ ବଢ଼ିବେ। ଉଧାର ଦେବା ଓ ନେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କ୍ୟାରିୟର୍‌ରେ ଉନ୍ନତି ପାଇଁ ନୂତନ ରାସ୍ତା ପାଇବେ। ବୈବାହିକ ଜୀବନ ମଧୁର ରହିବ।

ଧନୁ: ଅର୍ଥଲାଭ ସହିତ ଶତ୍ରୁ ଉପରେ ବିଜୟ ପାଇବେ। ଉତ୍ତମ ସ୍ବାସ୍ଥ୍ୟ ଏବଂ ପାରିବାରିକ ଶାନ୍ତି ମିଳିବ। ସୁସଙ୍ଗ ପ୍ରାପ୍ତି ଯୋଗୁଁ ମାନସିକ ଶାନ୍ତି ପାଇପାରିବେ।

ମକର: ଦୂରଯାତ୍ରା କରିବାରୁ ଦୂରେଇ ରୁହନ୍ତୁ। ଅନେକ ଦିନର ଋଣ ପରିଶୋଧ କରିବାକୁ ସମର୍ଥ ହେବେ। ଅସହାୟ ବ୍ୟକ୍ତିଙ୍କୁ ସହାୟତା କରି ଆତ୍ମସନ୍ତୋଷ ପାଇବେ। ଲାଗିରହିଥିବା ବିବାଦ ଦୂର ହେବ।

କୁମ୍ଭ: ଧନ ଉପାର୍ଜନ କ୍ଷେତ୍ରରେ ଥିବା ବାଧା ଦୂରେଇ ଯିବ। ସହଜରେ ଜଟିଳ ପରିସ୍ଥିତିରୁ ମୁକ୍ତି ମିଳିବ। ବ୍ୟବସାୟରେ ଉନ୍ନତି ହେବ। ସ୍ବାସ୍ଥ୍ୟ ଭଲ ରହିବ।

ମୀନ: ଅର୍ଥଲାଭ ସହିତ ସଫଳତା ପ୍ରାପ୍ତି, ନୂତନ ବନ୍ଧୁତା ସ୍ଥାନ କରିବେ। ଶତ୍ରୁ ଉପରେ ବିଜୟପ୍ରାପ୍ତି ଏବଂ ବନ୍ଧୁଙ୍କଠାରୁ ଧନ ପ୍ରାପ୍ତିର ଯୋଗ ଅଛି। ଭ୍ରମଣ ପାଇଁ ଆଜିର ଦିନ ଶୁଭ ହେବ।

20 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp