ଗୁରୁବାର ରାଶିଫଳ ( ୨୩ – ୦୨ – ୨୦୨୩ )
ମେଷ: କର୍ମସ୍ଥଳୀରେ ସହକର୍ମୀଙ୍କ ସହ ବାଦବିବାଦ ଉପୁଜିପାରେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିମାନଙ୍କର ଲକ୍ଷ୍ୟ ପୂରଣ ହେବ। ଭାଗ୍ୟର ସମର୍ଥନ ପାଇ ଆଗକୁ ବଢ଼ିବେ। ବୃଷ: ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ବ୍ୟବସାୟୀମାନେ ଆଶାଠାରୁ କମ୍ ଲାଭ ପାଇବେ। କର୍ମକ୍ଷେତ୍ରରେ ସତର୍କ ହେବା ଆବଶ୍ୟକ। ସତର୍କତା ସହ କାର୍ଯ୍ୟ କରନ୍ତୁ। ଛାତ୍ରଛାତ୍ରୀ ଅନ୍ୟମନସ୍କ ରହିବେ। ମିଥୁନ: ବିଭିନ୍ନ ପ୍ରକାର କାର୍ଯ୍ୟକୁ ସୁଚାରୁ ରୂପରେ କରିବେ। ଆର୍ଥିକକ୍ଷେତ୍ରରେ ସୁଧାର ଆସିବ। ବୈବାହିକ ଜୀବନରେ ପ୍ରଫୁଲ୍ଲତା ଦେଖାଦେବ। ଛାତ୍ରଛାତ୍ରୀମାନେ କ୍ୟାରିୟରରେ […]
ମେଷ: କର୍ମସ୍ଥଳୀରେ ସହକର୍ମୀଙ୍କ ସହ ବାଦବିବାଦ ଉପୁଜିପାରେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିମାନଙ୍କର ଲକ୍ଷ୍ୟ ପୂରଣ ହେବ। ଭାଗ୍ୟର ସମର୍ଥନ ପାଇ ଆଗକୁ ବଢ଼ିବେ।
ବୃଷ: ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ବ୍ୟବସାୟୀମାନେ ଆଶାଠାରୁ କମ୍ ଲାଭ ପାଇବେ। କର୍ମକ୍ଷେତ୍ରରେ ସତର୍କ ହେବା ଆବଶ୍ୟକ। ସତର୍କତା ସହ କାର୍ଯ୍ୟ କରନ୍ତୁ। ଛାତ୍ରଛାତ୍ରୀ ଅନ୍ୟମନସ୍କ ରହିବେ।
ମିଥୁନ: ବିଭିନ୍ନ ପ୍ରକାର କାର୍ଯ୍ୟକୁ ସୁଚାରୁ ରୂପରେ କରିବେ। ଆର୍ଥିକକ୍ଷେତ୍ରରେ ସୁଧାର ଆସିବ। ବୈବାହିକ ଜୀବନରେ ପ୍ରଫୁଲ୍ଲତା ଦେଖାଦେବ। ଛାତ୍ରଛାତ୍ରୀମାନେ କ୍ୟାରିୟରରେ ଉନ୍ନତି ପାଇଁ ନୂତନ ପଥ ପାଇବେ।
କର୍କଟ: ବ୍ୟବସାୟରେ ନୂତନ ପୁଞ୍ଜି ବିନିଯୋଗ କରି ଲାଭ ପାଇବେ। କୌଣସି ଅନାବଶ୍ୟକ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ଭଲ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ଫଳାଫଳ ପାଇବେ।
ସିଂହ: ଜୀବନ ସାଥୀଠାରୁ ସର୍ବୋତ୍ତମ ପରାମର୍ଶ ପାଇବେ। ସାହିତ୍ୟ, କଳା କ୍ଷେତ୍ରରେ ଜଡ଼ିତ ବ୍ୟକ୍ତି ସମ୍ମାନିତ ହେବେ। ଆୟ ବୃଦ୍ଧି ପାଇପାରେ। ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ।
କନ୍ୟା: ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ପ୍ରିୟଜନଙ୍କ ପାଇଁ ମଧୁରଭାଷୀ ହେବେ। କ୍ୟାରିୟର ପାଇଁ ଯୋଜନା କରି ଲକ୍ଷ୍ୟ ନିର୍ଦ୍ଧାରିତ କରିବେ। ମହିଳାମାନେ ସ୍ବାଧୀନମନା ହେବେ।
ତୁଳା: ବିବାଦୀୟ ପରିସ୍ଥିତିରେ ମଧ୍ୟ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।
ବିଛା: ପରିବାର ବର୍ଗଙ୍କ ସହଯୋଗ କ୍ରମେ ଉନ୍ନତି କରିବେ। ମୂଲ୍ୟବାନ ବସ୍ତୁ କ୍ରୟ କରିପାରନ୍ତି। ଦୂର ବନ୍ଧୁଙ୍କ ଆଗମନ ହୋଇପାରେ। ପୈତୃକ ସମ୍ପତ୍ତିର ଭାଗୀଦାର ହୋଇପାରନ୍ତି।
ଧନୁ: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । କର୍ମକ୍ଷେତ୍ରରେ ବଦଳିର ଯୋଗ ରହିଛି। ଧୈର୍ଯ୍ୟ ଓ ସାହସର ସହ କାର୍ଯ୍ୟ କରି ସଫଳତା ହାସଲ କରିବେ। ଅନ୍ୟକୁ ସହଯୋଗ କରି ଆତ୍ମସନ୍ତୋଷ ପାଇବେ।
ମକର: ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖିବା ଉଚିତ।
କୁମ୍ଭ: ମାନସିକ ଅବସାଦରେ ଦିନଟି କଟିପାରେ। ବୈବାହିକ ଜୀବନ ସୁଖପୂର୍ଣ୍ଣ ରହିବ। ଦୀର୍ଘଦିନ ଧରି ଚାଲିଥିବା କୋର୍ଟକଚେରୀ ମାମଲା ସମାପ୍ତ ହୋଇପାରେ।
ମୀନ: ସମାଜରେ ଭିନ୍ନ ପରିଚୟ ପ୍ରତିଷ୍ଠା କରିବାରେ ସଫଳ ହେବେ। ସମୟ ଥାଉ ଥାଉ କାର୍ଯ୍ୟ ପୂରଣ କରିବେ। ଜୀବନସାଥୀଙ୍କ ପରାମର୍ଶ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତରହିବେ।