ଲାଭପ୍ରଦ ଗରମ ପାଣି

The Sakala Picture
Published On

ଆମ ଶରୀରର ୭୦ ପ୍ରତିଶତ ହେଉଛି ଜଳ। ପାଣି ବିନା ଜୀବନ ଅସମ୍ଭବ । ତେବେ ସାଦା ପାଣି ଅପେକ୍ଷା ଗରମ ପାଣି ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। -ମୋଟାପଣ ଦୂର କରିବା ପାଇଁ ପ୍ରତିଦିନ ସକାଳେ ଉଠିବା ପରେ ଚାହା ବଦଳରେ ଗୋଟିଏ ଗ୍ଲାସ୍‌ ଗରମ ପାଣି ପିଅନ୍ତୁ । ଏହା ଚର୍ବି ହ୍ରାସ କରେ ଏବଂ ମୋଟାପଣ ଦୂର ହୁଏ । -ସହଜରେ ଖାଦ୍ୟ ହଜମ ହେବା ପାଇଁ […]

ଆମ ଶରୀରର ୭୦ ପ୍ରତିଶତ ହେଉଛି ଜଳ। ପାଣି ବିନା ଜୀବନ ଅସମ୍ଭବ । ତେବେ ସାଦା ପାଣି ଅପେକ୍ଷା ଗରମ ପାଣି ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

-ମୋଟାପଣ ଦୂର କରିବା ପାଇଁ ପ୍ରତିଦିନ ସକାଳେ ଉଠିବା ପରେ ଚାହା ବଦଳରେ ଗୋଟିଏ ଗ୍ଲାସ୍‌ ଗରମ ପାଣି ପିଅନ୍ତୁ । ଏହା ଚର୍ବି ହ୍ରାସ କରେ ଏବଂ ମୋଟାପଣ ଦୂର ହୁଏ ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

-ସହଜରେ ଖାଦ୍ୟ ହଜମ ହେବା ପାଇଁ ଗରମ ପାଣି ସବୁଠାରୁ ଭଲ ବିକଳ୍ପ। ରାତିରେ ଖାଇବା ପରେ ଉଷୁମ ପାଣି ପିଅନ୍ତୁ ।

-ଗରମ ପାଣି ପିଇବା ଦ୍ବାରା ରକ୍ତ ପରିଷ୍କାର ରହେ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଝାଳ ମାଧ୍ୟମରେ ବାହାରିଯାଏ ।

-ରକ୍ତ ସଞ୍ଚାଳନ ଠିକ୍ ହୁଏ ଏବଂ ସ୍ନାୟୁତନ୍ତ୍ର ମଜବୁତ ରହେ ।

– ଗରମ ପାଣି ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସକାଳୁ ଉଷୁମ ପାଣିରେ ଲେମ୍ବୁ ପକାଇ ପିଇବା ଆହୁରି ସ୍ବାସ୍ଥ୍ୟପ୍ରଦ।

– କୋଷ୍ଠକାଠିନ୍ୟ ଦୂର କରିବା ଅଇଁ ଗରମ ପାଣି ଏକ ଔଷଧ ଭଳି କାମ କରିଥାଏ।

– ଛାତିରେ ଯନ୍ତ୍ରଣା ଓ ଗଳା ସଂକ୍ରମଣ ଦୂର କରିବା ପାଇଁ ଗରମ ପାଣି ବେଶ୍ ଲାଭଦାୟକ।

– ଋତୁସ୍ରାବ ସମୟରେ ଉଷୁମ ପାଣିରେ ଜିରା ଗୁଣ୍ଡ ପକାଇ ପିଇବା ଦ୍ବାରା ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ବାନ୍ତି ଦୂର ହୁଏ ।

– ଗରମ ପାଣି ଅମ୍ଳ ଦୋଷ ମଧ୍ୟ ଦୂର କରେ |

– ଗରମ ପାଣି ରକ୍ତ ସଞ୍ଚାଳନକୁ ଠିକ୍ କରେ ଏବଂ ରକ୍ତ ସଞ୍ଚାଳନ ଠିକ୍ ହେଲେ ତ୍ବଚା ଉପରେ ପଡ଼ିଥାଏ । ତେଣୁ ଗରମ ପାଣି ଦ୍ବାରା ଅନେକ ପ୍ରକାର ତ୍ବଚା ସମସ୍ୟା ଦୂର ହୋଇଥାଏ। ଏହାର ସୁପ୍ରଭାବର ପଡିଥାଏ । ତେଣୁ ଗରମ ପାଣି ଦ୍ବାରା ଅନେକ ପ୍ରକାର ତ୍ବଚା ସମସ୍ଯା ଦୂର ହୋଇଥାଏ ।

24 Sep 2021 By The Sakala

ଲାଭପ୍ରଦ ଗରମ ପାଣି

ଆମ ଶରୀରର ୭୦ ପ୍ରତିଶତ ହେଉଛି ଜଳ। ପାଣି ବିନା ଜୀବନ ଅସମ୍ଭବ । ତେବେ ସାଦା ପାଣି ଅପେକ୍ଷା ଗରମ ପାଣି ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।

-ମୋଟାପଣ ଦୂର କରିବା ପାଇଁ ପ୍ରତିଦିନ ସକାଳେ ଉଠିବା ପରେ ଚାହା ବଦଳରେ ଗୋଟିଏ ଗ୍ଲାସ୍‌ ଗରମ ପାଣି ପିଅନ୍ତୁ । ଏହା ଚର୍ବି ହ୍ରାସ କରେ ଏବଂ ମୋଟାପଣ ଦୂର ହୁଏ ।

-ସହଜରେ ଖାଦ୍ୟ ହଜମ ହେବା ପାଇଁ ଗରମ ପାଣି ସବୁଠାରୁ ଭଲ ବିକଳ୍ପ। ରାତିରେ ଖାଇବା ପରେ ଉଷୁମ ପାଣି ପିଅନ୍ତୁ ।

-ଗରମ ପାଣି ପିଇବା ଦ୍ବାରା ରକ୍ତ ପରିଷ୍କାର ରହେ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଝାଳ ମାଧ୍ୟମରେ ବାହାରିଯାଏ ।

-ରକ୍ତ ସଞ୍ଚାଳନ ଠିକ୍ ହୁଏ ଏବଂ ସ୍ନାୟୁତନ୍ତ୍ର ମଜବୁତ ରହେ ।

– ଗରମ ପାଣି ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସକାଳୁ ଉଷୁମ ପାଣିରେ ଲେମ୍ବୁ ପକାଇ ପିଇବା ଆହୁରି ସ୍ବାସ୍ଥ୍ୟପ୍ରଦ।

– କୋଷ୍ଠକାଠିନ୍ୟ ଦୂର କରିବା ଅଇଁ ଗରମ ପାଣି ଏକ ଔଷଧ ଭଳି କାମ କରିଥାଏ।

– ଛାତିରେ ଯନ୍ତ୍ରଣା ଓ ଗଳା ସଂକ୍ରମଣ ଦୂର କରିବା ପାଇଁ ଗରମ ପାଣି ବେଶ୍ ଲାଭଦାୟକ।

– ଋତୁସ୍ରାବ ସମୟରେ ଉଷୁମ ପାଣିରେ ଜିରା ଗୁଣ୍ଡ ପକାଇ ପିଇବା ଦ୍ବାରା ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ବାନ୍ତି ଦୂର ହୁଏ ।

– ଗରମ ପାଣି ଅମ୍ଳ ଦୋଷ ମଧ୍ୟ ଦୂର କରେ |

– ଗରମ ପାଣି ରକ୍ତ ସଞ୍ଚାଳନକୁ ଠିକ୍ କରେ ଏବଂ ରକ୍ତ ସଞ୍ଚାଳନ ଠିକ୍ ହେଲେ ତ୍ବଚା ଉପରେ ପଡ଼ିଥାଏ । ତେଣୁ ଗରମ ପାଣି ଦ୍ବାରା ଅନେକ ପ୍ରକାର ତ୍ବଚା ସମସ୍ୟା ଦୂର ହୋଇଥାଏ। ଏହାର ସୁପ୍ରଭାବର ପଡିଥାଏ । ତେଣୁ ଗରମ ପାଣି ଦ୍ବାରା ଅନେକ ପ୍ରକାର ତ୍ବଚା ସମସ୍ଯା ଦୂର ହୋଇଥାଏ ।

https://www.thesakala.in/health/beneficial-hot-water-for-health/article-5607
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp