By
The Sakala
କଟକ: ଆଗାମୀ ପାର୍ବଣ ଋତୁକୁ ନଜରରେ ରଖି କମିଶନରେଟ ପୁଲିସ ଆଗୁଆ ପଦକ୍ଷେପ ନେଇଛି। । ଯଦି କେହି ଆଗାମୀ ପୂଜାପର୍ବ ଉପଲକ୍ଷେ ପୂଜା ନାମରେ ବଳପୂର୍ବକ ଚାନ୍ଦା ଆଦାୟ କରୁଥାନ୍ତି ତେବେ ସେ ସମ୍ପର୍କରେ ପୁଲିସ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଏ କ୍ଷେତ୍ରରେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବା ସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପିଙ୍କ ପକ୍ଷରୁ ଟ୍ୱିଟ୍ […]
କଟକ: ଆଗାମୀ ପାର୍ବଣ ଋତୁକୁ ନଜରରେ ରଖି କମିଶନରେଟ ପୁଲିସ ଆଗୁଆ ପଦକ୍ଷେପ ନେଇଛି। । ଯଦି କେହି ଆଗାମୀ ପୂଜାପର୍ବ ଉପଲକ୍ଷେ ପୂଜା ନାମରେ ବଳପୂର୍ବକ ଚାନ୍ଦା ଆଦାୟ କରୁଥାନ୍ତି ତେବେ ସେ ସମ୍ପର୍କରେ ପୁଲିସ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଏ କ୍ଷେତ୍ରରେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବା ସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପିଙ୍କ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । ଏଥିରେ କୁହାଯାଇଛି ଯେ ଆଗକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ।
About The Author: The Sakala