ରାଉରକେଲା: ଅଭିନବ ଉପାୟରେ ସେକ୍ଟର ୧୬ ଅଞ୍ଚଳର ଜଣେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ମାଗଣାରେ ପତଞ୍ଜଳି ପ୍ରଡକ୍ଟ ଓ ଗ୍ୟାସ ମେଡିସିନ ଦେବାକୁ କହି ଘରେ ପସି ଦୁଇଜଣ ଦୁର୍ବୃତ୍ତ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ। ମହିଳାଙ୍କ ଠାରୁ ସୁନା ଶଙ୍ଖା ଓ ସୁନା ମୁଦି ସଫା କରିବା ପାଇଁ ନେଇ ପ୍ଲାଷ୍ଟିକ ଶଙ୍ଖା ଦେଇ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ। ସେକ୍ଟର ୧୫ ଥାନାରେ ଠକେଇର ଶିକାର ମହିଳାଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ
ଅଭିନବ ଉପାୟରେ ଲୁଟ୍: ମାଗଣାରେ ପ୍ରଡକ୍ଟ ଦେବାକୁ କହି ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁୁନାଗହଣା ଲୁଟିନେଲେ ଦୁର୍ବୃତ୍ତ
ରାଉରକେଲା: ଅଭିନବ ଉପାୟରେ ସେକ୍ଟର ୧୬ ଅଞ୍ଚଳର ଜଣେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ମାଗଣାରେ ପତଞ୍ଜଳି ପ୍ରଡକ୍ଟ ଓ ଗ୍ୟାସ ମେଡିସିନ ଦେବାକୁ କହି ଘରେ ପସି ଦୁଇଜଣ ଦୁର୍ବୃତ୍ତ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ। ମହିଳାଙ୍କ ଠାରୁ ସୁନା ଶଙ୍ଖା ଓ ସୁନା ମୁଦି ସଫା କରିବା ପାଇଁ ନେଇ ପ୍ଲାଷ୍ଟିକ ଶଙ୍ଖା ଦେଇ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ। ସେକ୍ଟର […]