ଭୁବନେଶ୍ବର: ଝାରପଡା କର୍ପୋରେଟର ଭାଇଙ୍କୁ ଗୁଳିମାଡ଼ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥାକୁ ଗିରିଫ କରିଛି। ପ୍ରଭାତକୁ ପଚରାଉଚାରା କରୁଛି ଲଷ୍ମୀସାଗର ଥାନା ପୁଲିସ । ଗତ ବୁଧବାର ରାତିରେ ଗାଡି ସାଇଡ ମରାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୁଲିସ । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ଗୁଳି ଜବତ କରାଯାଇଛି । ଜବତ ବନ୍ଧୁକକୁ ଫୋରେନସିକ ଲ୍ୟାବକୁ ପଠାଯାଇଛି । ଉଭୟ ପକ୍ଷର ବୟାନ ରେକର୍ଡ କରାଯାଇଥିଲା।
ଝାରପଡା ଗୁଳିମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥା ଗିରଫ
ଭୁବନେଶ୍ବର: ଝାରପଡା କର୍ପୋରେଟର ଭାଇଙ୍କୁ ଗୁଳିମାଡ଼ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥାକୁ ଗିରିଫ କରିଛି। ପ୍ରଭାତକୁ ପଚରାଉଚାରା କରୁଛି ଲଷ୍ମୀସାଗର ଥାନା ପୁଲିସ । ଗତ ବୁଧବାର ରାତିରେ ଗାଡି ସାଇଡ ମରାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୁଲିସ । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ଗୁଳି ଜବତ କରାଯାଇଛି । ଜବତ ବନ୍ଧୁକକୁ ଫୋରେନସିକ ଲ୍ୟାବକୁ ପଠାଯାଇଛି । […]