କଣ୍ଟ୍ରାକ୍ଟ କିଲିଂ ପାଇଁ ସୁପାରି ଦେଇଥିବା ମାମଲା: ମାଷ୍ଟର ମାଇଣ୍ଡ ନକଲି ସାମ୍ବାଦିକ ରାଜେନ୍ଦ୍ର ଗିରଫ

The Sakala Picture
Published On

ଭୁବନେଶ୍ୱର: ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲାରେ ତନାଘନା ଜାରି ରଖିଛି ପୁଲିସ। ହତ୍ୟା ଷଡ଼ଯନ୍ତ୍ର ପଛରେ ଅଛନ୍ତି ନକଲି ସାମ୍ବାଦିକ । ନକଲି ସାମ୍ବାଦିକ ତଥା ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ରାଜେନ୍ଦ୍ରଠାରୁ କାର ସହ ୫ ଲକ୍ଷ ଟଙ୍କା, ୧୦୦ଟି ଏଟିଏମ୍ ଓ କ୍ରେଡିଟ୍ କାର୍ଡ, ୨୦ଟି ମୋବାଇଲ୍ ଜବତ କରିଛି ପୁଲିସ । ରାଜେନ୍ଦ୍ର ମଲ୍ଲିକ ଓ ବ୍ୟବସାୟୀଙ୍କ ମଧ୍ୟରେ ୩୦ ହଜାର ଟଙ୍କାକୁ […]

ଭୁବନେଶ୍ୱର: ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲାରେ ତନାଘନା ଜାରି ରଖିଛି ପୁଲିସ। ହତ୍ୟା ଷଡ଼ଯନ୍ତ୍ର ପଛରେ ଅଛନ୍ତି ନକଲି ସାମ୍ବାଦିକ । ନକଲି ସାମ୍ବାଦିକ ତଥା ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ରାଜେନ୍ଦ୍ରଠାରୁ କାର ସହ ୫ ଲକ୍ଷ ଟଙ୍କା, ୧୦୦ଟି ଏଟିଏମ୍ ଓ କ୍ରେଡିଟ୍ କାର୍ଡ, ୨୦ଟି ମୋବାଇଲ୍ ଜବତ କରିଛି ପୁଲିସ । ରାଜେନ୍ଦ୍ର ମଲ୍ଲିକ ଓ ବ୍ୟବସାୟୀଙ୍କ ମଧ୍ୟରେ ୩୦ ହଜାର ଟଙ୍କାକୁ ନେଇ ବିବାଦ ଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା

ବ୍ୟବସାୟୀଙ୍କୁ ହତ୍ୟା ପାଇଁ ସମ୍ପଦ ଓ ପ୍ରଶାନ୍ତକୁ ରାଜେନ୍ଦ୍ର ସୁପାରି ଦେଇଥିଲା । ହେଲେ ଘଟଣା ପୂର୍ବରୁ ସମ୍ପଦ ଓ ତା’ ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ । ରିମାଣ୍ଡ ବେଳେ ପୁଲିସ ଆଗରେ ସବୁ ସତ ଉଗାରିଥିଲା ସମ୍ପଦ । ସମ୍ପଦଠାରୁ ସଂଗ୍ରହ କରାଯାଇଥିବା ତଥ୍ୟ ଓ ପ୍ରମାଣକୁ ଆଧାର କରି ରାଜେନ୍ଦ୍ରକୁ ଗିରଫ କରାଯାଇଛି । ରାଜେନ୍ଦ୍ରକୁ ଅଧିକ ପଚରାଉଚରା ପାଇଁ ପୁଲିସ ରିମାଣ୍ଡରେ ଆଣିବ ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

13 Dec 2021 By The Sakala

କଣ୍ଟ୍ରାକ୍ଟ କିଲିଂ ପାଇଁ ସୁପାରି ଦେଇଥିବା ମାମଲା: ମାଷ୍ଟର ମାଇଣ୍ଡ ନକଲି ସାମ୍ବାଦିକ ରାଜେନ୍ଦ୍ର ଗିରଫ

ଭୁବନେଶ୍ୱର: ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲାରେ ତନାଘନା ଜାରି ରଖିଛି ପୁଲିସ। ହତ୍ୟା ଷଡ଼ଯନ୍ତ୍ର ପଛରେ ଅଛନ୍ତି ନକଲି ସାମ୍ବାଦିକ । ନକଲି ସାମ୍ବାଦିକ ତଥା ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ରାଜେନ୍ଦ୍ରଠାରୁ କାର ସହ ୫ ଲକ୍ଷ ଟଙ୍କା, ୧୦୦ଟି ଏଟିଏମ୍ ଓ କ୍ରେଡିଟ୍ କାର୍ଡ, ୨୦ଟି ମୋବାଇଲ୍ ଜବତ କରିଛି ପୁଲିସ । ରାଜେନ୍ଦ୍ର ମଲ୍ଲିକ ଓ ବ୍ୟବସାୟୀଙ୍କ ମଧ୍ୟରେ ୩୦ ହଜାର ଟଙ୍କାକୁ ନେଇ ବିବାଦ ଥିଲା।

ବ୍ୟବସାୟୀଙ୍କୁ ହତ୍ୟା ପାଇଁ ସମ୍ପଦ ଓ ପ୍ରଶାନ୍ତକୁ ରାଜେନ୍ଦ୍ର ସୁପାରି ଦେଇଥିଲା । ହେଲେ ଘଟଣା ପୂର୍ବରୁ ସମ୍ପଦ ଓ ତା’ ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ । ରିମାଣ୍ଡ ବେଳେ ପୁଲିସ ଆଗରେ ସବୁ ସତ ଉଗାରିଥିଲା ସମ୍ପଦ । ସମ୍ପଦଠାରୁ ସଂଗ୍ରହ କରାଯାଇଥିବା ତଥ୍ୟ ଓ ପ୍ରମାଣକୁ ଆଧାର କରି ରାଜେନ୍ଦ୍ରକୁ ଗିରଫ କରାଯାଇଛି । ରାଜେନ୍ଦ୍ରକୁ ଅଧିକ ପଚରାଉଚରା ପାଇଁ ପୁଲିସ ରିମାଣ୍ଡରେ ଆଣିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର