ଏଣିକି ହ୍ବାଟ୍ସଆପ୍‌ କରିହେବ କ୍ୟାବ୍‌ ବୁକିଂ….

ସାଧାରଣତଃ ହ୍ବାଟ୍ସଆପ୍‌ର ବ୍ୟବହାର ଚାଟିଂ, ପେମେଣ୍ଟ୍‌, କଲ୍‌ ତଥା ଭିଡିଓ କଲିଂ ପାଇଁ କରାଯାଇଥାଏ। ଏଣିକି ଏହି ଇନ୍‌ଷ୍ଟାଣ୍ଟ୍ ମେସେଜିଂ ଆପ୍ ମାଧ୍ୟମରେ କ୍ୟାବ୍‌ ବୁକିଂ କରି ହେବ। ଅବଶ୍ୟ କେବଳ ଉବର୍ କ୍ୟାବ୍‌ ବୁକିଂ କରିବା ଏଥିରେ ସମ୍ଭବ। ଉବର୍‌ର ଏହି ସୁବିଧା ଦେଶର ବଛା ବଛା ସହର ଲାଗି ଉପଲବ୍ଧ ଅଛି। ବ୍ୟବହାରକାରୀ ଦିଲ୍ଲୀ-ଏନ୍‌ସିଆର୍‌ ଓ ଲକ୍ଷ୍ନୌରେ ଏହି ସୁବିଧାର ଲାଭ ଉଠାଇପାରିବେ। ରାଇଡ୍ ବୁକ୍ କରିବା ପାଇଁ ହିନ୍ଦୀ ଓ ଇଂରାଜୀର ବିକଳ୍ପ […]

ସାଧାରଣତଃ ହ୍ବାଟ୍ସଆପ୍‌ର ବ୍ୟବହାର ଚାଟିଂ, ପେମେଣ୍ଟ୍‌, କଲ୍‌ ତଥା ଭିଡିଓ କଲିଂ ପାଇଁ କରାଯାଇଥାଏ। ଏଣିକି ଏହି ଇନ୍‌ଷ୍ଟାଣ୍ଟ୍ ମେସେଜିଂ ଆପ୍ ମାଧ୍ୟମରେ କ୍ୟାବ୍‌ ବୁକିଂ କରି ହେବ। ଅବଶ୍ୟ କେବଳ ଉବର୍ କ୍ୟାବ୍‌ ବୁକିଂ କରିବା ଏଥିରେ ସମ୍ଭବ।
ଉବର୍‌ର ଏହି ସୁବିଧା ଦେଶର ବଛା ବଛା ସହର ଲାଗି ଉପଲବ୍ଧ ଅଛି। ବ୍ୟବହାରକାରୀ ଦିଲ୍ଲୀ-ଏନ୍‌ସିଆର୍‌ ଓ ଲକ୍ଷ୍ନୌରେ ଏହି ସୁବିଧାର ଲାଭ ଉଠାଇପାରିବେ। ରାଇଡ୍ ବୁକ୍ କରିବା ପାଇଁ ହିନ୍ଦୀ ଓ ଇଂରାଜୀର ବିକଳ୍ପ ମିଳିବ।

କେମିତି କରିବେ
-ବ୍ୟବହାରକାରୀଙ୍କୁ ଉବର୍‌ର ଅଫିସିଆଲ୍ ନମ୍ବରକୁ ସେଭ୍‌ କରିବାକୁ ହେବ।

-ଏହା ପରେ ହ୍ବାଟ୍ସଆପ୍‌ ଓପନ୍‌ କରି ‘ହାଏ’ ଲେଖି ମେସେଜ୍ କରିବେ।

ପରେ ପିକ୍‌ଅପ୍ ଡେଷ୍ଟିନେସନର ଠିକଣା ପଠାଇବେ। ଏଥିପାଇଁ ଲାଇଭ୍ ଲୋକେସନ ମଧ୍ୟ ସେୟାର୍ କରିପାରିବେ।

-ଏହା ପରେ ଟ୍ରିପ୍ ଦେୟର ସୂଚନା ଆସିବ। ତା’ପରେ ଏହାକୁ କନ୍‌ଫର୍ମ କରିବାକୁ ହେବ।

-ଚାଳକଙ୍କ ପକ୍ଷରୁ ରାଇଡ୍ କନ୍‌ଫର୍ମ ହେବା ପରେ ହ୍ବାଟ୍ସଆପ୍‌କୁ ନୋଟିଫିକେସନ୍‌ ଆସିଥାଏ।

About The Author: The Sakala