IPL ୨୦୨୩: ଆଜିି କେକେଆର୍‌କୁ ଭେଟିବ ଆରସିବି

କୋଲକାତା: ଆଜି ଆଇପିଏଲରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ୍ ନାଇଟ୍‌ ରାଇଡର୍ସ: ନୀତୀଶ ରାଣା (ଅଧିନାୟକ), ରହମନୁଲ୍ଲା ଗୁର୍ବାଜ, ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ଶାର୍ଦୁଲ ଠାକୁର, ଲୋକି ଫର୍ଗୁସନ, ଉମେଶ ଯାଦବ, ଟିମ ସାଉଦି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, ଅନୁକୁଳ ରୟ, ରିଙ୍କୁ ସିଂହ, ଏନ ଜଗଦୀସାନ, ବେଭବ ଆରୋରା, ସୁୟାଶ ଶର୍ମା, ଡେଭିଡ ୱିଜ, […]

କୋଲକାତା: ଆଜି ଆଇପିଏଲରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ୍ ନାଇଟ୍‌ ରାଇଡର୍ସ: ନୀତୀଶ ରାଣା (ଅଧିନାୟକ), ରହମନୁଲ୍ଲା ଗୁର୍ବାଜ, ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ଶାର୍ଦୁଲ ଠାକୁର, ଲୋକି ଫର୍ଗୁସନ, ଉମେଶ ଯାଦବ, ଟିମ ସାଉଦି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, ଅନୁକୁଳ ରୟ, ରିଙ୍କୁ ସିଂହ, ଏନ ଜଗଦୀସାନ, ବେଭବ ଆରୋରା, ସୁୟାଶ ଶର୍ମା, ଡେଭିଡ ୱିଜ, କୁଲବନ୍ତ ଖେଜ୍ରୋଲିୟା, ଲିଟନ ଦାସ, ମନଦୀପ ସିଂହ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁ’ପ୍ଲେସିସ (ଅଧିନାୟକ), ବିରାଟ କୋହଲି, ସୁୟାଶ ପ୍ରଭୂଦେଶାଇ, ଦୀନେଶ କାର୍ତ୍ତିକ, ଅନୁଜ ରାୱତ, ଫିନ ଆଲିନ, ଗ୍ଲେନ ମ୍ୟାକ୍ସୱେଲ, ୱାନିନ୍ଦୁ ହସରଙ୍ଗା, ଶାହବାଜ ଅହମଦ, ହର୍ଷଲ ପଟେଲ, ଡେଭିଡ ୱିଲି, କର୍ଣ୍ଣ ଶର୍ମା, ମହିପାଲ ଲୋମରୋର, ମହମ୍ମଦ ସିରାଜ, ଜୋସ ହାଜଲେଉଡ, ସିଦ୍ଧାର୍ଥ କେଲ, ଅକାଶ ଦୀପ, ରିସି ଟପ୍ଲେ, ହିମାଂଶୁ ଶର୍ମା, ମିଚେଲ ବ୍ରେସୱେଲ।

About The Author: The Sakala