By
The Sakala
ଟୋକିଓ ଅଲିମ୍ପିକ୍ସ:ରେସଲିଂ ବା କୁସ୍ତିର ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି ଦହିୟା। ସେମିରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ଉନ୍ନୀତ ହେଲେ ରବି। ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ରବି ଦହିୟା। ଫାଇନାଲ ଜିତିଲେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିବେ। ଆସନ୍ତାକାଲି ଫାଇନାଲ ମ୍ଯଚ ଅନୁଷ୍ଠିତ ହେବ। #TeamIndia | #Tokyo2020 | #Wrestling Men's Freestyle 57kg Semifinal Results Medal incoming!! […]
ଟୋକିଓ ଅଲିମ୍ପିକ୍ସ:ରେସଲିଂ ବା କୁସ୍ତିର ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି ଦହିୟା। ସେମିରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ଉନ୍ନୀତ ହେଲେ ରବି। ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ରବି ଦହିୟା। ଫାଇନାଲ ଜିତିଲେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିବେ। ଆସନ୍ତାକାଲି ଫାଇନାଲ ମ୍ଯଚ ଅନୁଷ୍ଠିତ ହେବ।
About The Author: The Sakala