ମେଲବର୍ଣ୍ଣରେ ନିରାଶ ଟିମ୍ ଇଣ୍ଡିଆ: ୧୮୪ ରନରେ ଭାରତକୁ ପରାସ୍ତ କଲା ଅଷ୍ଟ୍ରେଲିଆ..

ମେଲବର୍ଣ୍ଣ: ମେଲବର୍ଣ୍ଣରେ ନିରାଶ ଟିମ୍ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଶେଷ ଦିନ ରହିଥିଲା। ଶେଷ ଦିନରେ ଭାରତ ଆଗରେ ବିଜୟ ପାଇଁ ୩୪୦ ରନ୍‌ର ଲକ୍ଷ୍ୟ ରହିଥିଲା। ହେଲେ ଭାରତ ୧୫୫ ରନ କରି ଆଲଆଉଟ ହୋଇ ଯାଇଛି। ଫଳରେ ଆୟୋଜକ ଅଷ୍ଟ୍ରେଲିଆ ୧୮୪ ରନରେ ଭାରତକୁ ପରାସ୍ତ କରି ସିରିଜରେ ୨-୧ରେ ଆଗରେ ରହିଛି । ଜୟସୱାଲ (୮୪) ଏବଂ ରିଷଭ ପନ୍ତ (୩୦)ଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟର ଦୁଇ […]

ମେଲବର୍ଣ୍ଣ: ମେଲବର୍ଣ୍ଣରେ ନିରାଶ ଟିମ୍ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଶେଷ ଦିନ ରହିଥିଲା। ଶେଷ ଦିନରେ ଭାରତ ଆଗରେ ବିଜୟ ପାଇଁ ୩୪୦ ରନ୍‌ର ଲକ୍ଷ୍ୟ ରହିଥିଲା। ହେଲେ ଭାରତ ୧୫୫ ରନ କରି ଆଲଆଉଟ ହୋଇ ଯାଇଛି। ଫଳରେ ଆୟୋଜକ ଅଷ୍ଟ୍ରେଲିଆ ୧୮୪ ରନରେ ଭାରତକୁ ପରାସ୍ତ କରି ସିରିଜରେ ୨-୧ରେ ଆଗରେ ରହିଛି । ଜୟସୱାଲ (୮୪) ଏବଂ ରିଷଭ ପନ୍ତ (୩୦)ଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରି ନ ଥିଲେ ।

ସେହିପରି ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସନ, ସ୍କଟ୍ ବୋଲାଣ୍ଡ୍ ୩ଟି ଲେଖାଏଁ ୱିକେଟ ନେଇଥିବାବେଳ ନାଥାନ ଲାୟନ ୨ଟି, ମିଚେଲ ଷ୍ଟାର୍କ ଓ ଟ୍ରାଭିସ ହେଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।।

 

About The Author: The Sakala