ଏସୀୟ କ୍ରୀଡ଼ା ୨୦୨୩: ସୁଟିଂରେ ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ସୁଟିଂରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଲା ଭାରତ । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛି ଭାରତ। କ୍ୟାନନ୍, ଜୋରାଭର ସିଂହ ଓ ପୃଥ୍ବୀରାଜଙ୍କ ଟିମକୁ ଟ୍ରାପ୍- ୫୦ ଇଭେଣ୍ଟରେ ଏହି ସଫଳତା ମିଳିଛି। ଏଥିସହ ଭାରତର ସ୍ବର୍ଣ୍ଣପଦକ ସଂଖ୍ୟା ୧୧ ରେ ପହଞ୍ଚିଛି।

About The Author: The Sakala