ଭାଲେଣ୍ଟାଇନ୍ସ ସପ୍ତାହ ପାଳନ ଅବସରରେ ଏବେ ବିଭିନ୍ନ ଡେ’ ପାଳନ କରିବା ଆରମ୍ଭ ହୋଇଯାଇଛି। ସତେଯେମିତି ଏହା ପ୍ରେମୀଯୁଗଳଙ୍କ ପାଇଁ ଏକ ପରୀକ୍ଷା ସଦୃଶ। ଯେପରି ବିଭିନ୍ନ ବିଷୟ ଉପରେ ପରୀକ୍ଷା ଦେବାକୁ ହୋଇଥାଏ, ସେହିପରି ଭାଲେଣ୍ଟାଇନ୍ସ ସପ୍ତାହରେ ପ୍ରେମୀଯୁଗଳଙ୍କ ପାଇଁ ପ୍ରତ୍ୟେକ ଦିନ ପ୍ରସଙ୍ଗ ଭିନ୍ନ ଭିନ୍ନ ଥାଏ। ଏହି କ୍ରମରେ ଫେବୃଆରୀ ୧୦ରେ ପାଳନ କରାଯାଏ ଟେଡି ବିୟର ଡେ’। ରୋଜ୍ ଡେ’, ପ୍ରପୋଜ୍ ଡେ’ ଏବଂ ଚକଲେଟ୍ ଡେ’ ପରେ ପାଳନ କରାଯାଏ ଟେଡି ଡେ’। ମନର ମଣିଷକୁ ଟେଡିଟିଏ ଦେଇ ସମ୍ପର୍କକୁ ନିବିଡ଼ କରନ୍ତି ପ୍ରେମୀ ଯୁଗଳ । ସାଧାରଣତଃ ଝିଅମାନେ ଟେଡିକୁ ବହୁତ ପସନ୍ଦ କରିଥାନ୍ତି, ତେଣୁ ପ୍ରତ୍ୟେକ ପ୍ରେମିକ ନିଜର ପ୍ରେମିକାକୁ ଟେଡି ଉପହାରରେ ଦେଇଥାଆନ୍ତି। ପ୍ରେମର ଏହି ଉପହାରକୁ ପ୍ରେମୀଯୁଗଳମାନେ ସାରା ଜୀବନ ସାଇତି ରଖନ୍ତି।
ଭାଲେଣ୍ଟାଇନ୍ସ ସପ୍ତାହ: ଟେଡିରେ ହୁଏ ସମ୍ପର୍କ ନିବିଡ଼
ଭାଲେଣ୍ଟାଇନ୍ସ ସପ୍ତାହ ପାଳନ ଅବସରରେ ଏବେ ବିଭିନ୍ନ ଡେ’ ପାଳନ କରିବା ଆରମ୍ଭ ହୋଇଯାଇଛି। ସତେଯେମିତି ଏହା ପ୍ରେମୀଯୁଗଳଙ୍କ ପାଇଁ ଏକ ପରୀକ୍ଷା ସଦୃଶ। ଯେପରି ବିଭିନ୍ନ ବିଷୟ ଉପରେ ପରୀକ୍ଷା ଦେବାକୁ ହୋଇଥାଏ, ସେହିପରି ଭାଲେଣ୍ଟାଇନ୍ସ ସପ୍ତାହରେ ପ୍ରେମୀଯୁଗଳଙ୍କ ପାଇଁ ପ୍ରତ୍ୟେକ ଦିନ ପ୍ରସଙ୍ଗ ଭିନ୍ନ ଭିନ୍ନ ଥାଏ। ଏହି କ୍ରମରେ ଫେବୃଆରୀ ୧୦ରେ ପାଳନ କରାଯାଏ ଟେଡି ବିୟର ଡେ’। ରୋଜ୍ ଡେ’, ପ୍ରପୋଜ୍ ଡେ’ ଏବଂ ଚକଲେଟ୍ ଡେ’ ପରେ ପାଳନ କରାଯାଏ […]