-ସୋମବାର ଦିନ ଶିବ ପୂଜା ପାଇଁ ସବୁଜ, ଲାଲ୍, ଧଳା, ଗେରୁଆ, ହଳଦିଆ କିମ୍ବା ହାଲ୍କା ନୀଳ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। -କଳାରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ। -ଶିବପୂଜାରେ ତୁଳସୀ ପତ୍ର ବ୍ୟବହାର କରନ୍ତୁ ନାହିଁ। -ପୂଜା ସମୟରେ ନଡ଼ିଆକୁ ଭୋଗ କରିପାରିବେ। କିନ୍ତୁ ନଡ଼ିଆ ଜଳରେ ଶିବଙ୍କ ଅଭିଷେକ କରନ୍ତୁ ନାହିଁ। -ସୁଖସମୃଦ୍ଧି ବୃଦ୍ଧି ପାଇଁ ସ୍ନାନ କରିବା ପରେ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
-ସୋମବାର ଦିନ ଶିବ ପୂଜା ପାଇଁ ସବୁଜ, ଲାଲ୍, ଧଳା, ଗେରୁଆ, ହଳଦିଆ କିମ୍ବା ହାଲ୍କା ନୀଳ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ।
-କଳାରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ।
-ଶିବପୂଜାରେ ତୁଳସୀ ପତ୍ର ବ୍ୟବହାର କରନ୍ତୁ ନାହିଁ।
-ପୂଜା ସମୟରେ ନଡ଼ିଆକୁ ଭୋଗ କରିପାରିବେ। କିନ୍ତୁ ନଡ଼ିଆ ଜଳରେ ଶିବଙ୍କ ଅଭିଷେକ କରନ୍ତୁ ନାହିଁ।
-ସୁଖସମୃଦ୍ଧି ବୃଦ୍ଧି ପାଇଁ ସ୍ନାନ କରିବା ପରେ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।