୧୭୧୨- ମୋଗଲ ବାଦଶାହ ବାହାଦୂର ଶାହ ପ୍ରଥମଙ୍କ ଲାହୋରରେ ମୃତ୍ୟୁ ହୋଇଥିଲା ୧୮୩୫- କଲିକତା ମେଡିକାଲ କଲେଜର ପ୍ରତିଷ୍ଠା ହେଲା ୧୯୬୩- ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ନିଧନ ୧୯୯୭- ପାକିସ୍ତାନରେ ଭୂକମ୍ପ ଯୋଗୁଁ ୪୫ ଜଣଙ୍କ ମୃତ୍ୟୁ ୨୦୦୬-ଫିଲିପାଇନ୍ସରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବା ମାମଲା ନ୍ୟାୟାଳୟରେ ପହଞ୍ଚିଲା
୧୭୧୨- ମୋଗଲ ବାଦଶାହ ବାହାଦୂର ଶାହ ପ୍ରଥମଙ୍କ ଲାହୋରରେ ମୃତ୍ୟୁ ହୋଇଥିଲା
୧୮୩୫- କଲିକତା ମେଡିକାଲ କଲେଜର ପ୍ରତିଷ୍ଠା ହେଲା
୧୯୬୩- ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ନିଧନ
୧୯୯୭- ପାକିସ୍ତାନରେ ଭୂକମ୍ପ ଯୋଗୁଁ ୪୫ ଜଣଙ୍କ ମୃତ୍ୟୁ
୨୦୦୬-ଫିଲିପାଇନ୍ସରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବା ମାମଲା ନ୍ୟାୟାଳୟରେ ପହଞ୍ଚିଲା