ଘରର ଏହି ଦିଗରେ ରଖନ୍ତୁ ମାଟି ସୁରେଇ, ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିବା ସହ ହେବ ଧନବୃଦ୍ଧି

The Sakala Picture
Published On

ଆଗରୁ ପ୍ରାୟ ସମସ୍ତେ ମାଟିରେ ନିର୍ମିତ କଳସ କିମ୍ବା ସୁରେଇରେ ପାଣି ରଖି ପିଉଥିଲେ। ଏବେ ବହୁତ କମ୍ ଲୋକଙ୍କ ଘରେ ମାଠିଆ କିମ୍ବା ସୁରେଇ ଦେଖିବାକୁ ମିଳୁଛି। ବାସ୍ତୁ ଅନୁଯାୟୀ, ସୁରେଇ ଘରେ ରଖିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ। ଜଳଭର୍ତ୍ତି ମାଟି ସୁରେଇ କିମ୍ବା କଳସ ଘରେ ରଖିବା ଦ୍ୱାରା ବ୍ୟକ୍ତିର ଭାଗ୍ୟଚକ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥାଏ। ତେବେ ମାଟି ସୁରେଇକୁ କେଉଁ ଦିଗରେ ରଖିବା ଆବଶ୍ୟକ ଏବଂ ଏ ସମ୍ପର୍କିତ କ’ଣ […]

ଆହୁରି ପଢ଼ନ୍ତୁ: EPFO ବଡ଼ ଅପଡେଟ୍: ପିଏଫ୍ ଖାତାରେ କେବେ ଆସିବ ସୁଧ ଟଙ୍କା? ଜାଣନ୍ତୁ ଚେକ୍ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା

ଆହୁରି ପଢ଼ନ୍ତୁ: ରୁଟିକୁ ନେଇ ବାସ୍ତୁ ନିୟମ: ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଘରକୁ ଆସିପାରେ ଦରିଦ୍ରତା

ଆଗରୁ ପ୍ରାୟ ସମସ୍ତେ ମାଟିରେ ନିର୍ମିତ କଳସ କିମ୍ବା ସୁରେଇରେ ପାଣି ରଖି ପିଉଥିଲେ। ଏବେ ବହୁତ କମ୍ ଲୋକଙ୍କ ଘରେ ମାଠିଆ କିମ୍ବା ସୁରେଇ ଦେଖିବାକୁ ମିଳୁଛି। ବାସ୍ତୁ ଅନୁଯାୟୀ, ସୁରେଇ ଘରେ ରଖିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ। ଜଳଭର୍ତ୍ତି ମାଟି ସୁରେଇ କିମ୍ବା କଳସ ଘରେ ରଖିବା ଦ୍ୱାରା ବ୍ୟକ୍ତିର ଭାଗ୍ୟଚକ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥାଏ। ତେବେ ମାଟି ସୁରେଇକୁ କେଉଁ ଦିଗରେ ରଖିବା ଆବଶ୍ୟକ ଏବଂ ଏ ସମ୍ପର୍କିତ କ’ଣ ନିୟମ ରହିଛି, ଆସନ୍ତୁ ଜାଣିବା।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

  • ନୂଆ ମାଟି ସୁରେଇ କିଣି ଆଣିବା ପରେ, ତାହାକୁ ଭଲ ଭାବେ ଧୋଇ ସ୍ୱଚ୍ଛ ଜଳ ରଖନ୍ତୁ। ପ୍ରଥମେ ଏହି ସୁରେଇର ପାଣି ଜଣେ କନ୍ୟାକୁ ପିଇବାକୁ ଦିଅନ୍ତୁ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଏ ବୋଲି ବିଶ୍ୱାସ ରହିଛି।

  • ଘରର ଉତ୍ତର ଦିଗରେ ମାଟି ସୁରେଇରେ ପାଣି ଭର୍ତ୍ତି କରି ରଖିବା ଶୁଭ ହୋଇଥାଏ। ବାସ୍ତୁ ଅନୁସାରେ ଉତ୍ତର ଦିଗ ଦେବାଦେବୀଙ୍କ ଦିଗ ହୋଇଥିବାରୁ ଏହି ଦିଗରେ ପାଣିଭର୍ତ୍ତି ହୋଇଥିବା ସୁରେଇ ରଖିଲେ, ଦେବଦେବୀ ପ୍ରସନ୍ନ ହୋଇଥାନ୍ତି।

  • ଶନିଗ୍ରହ ଦୁର୍ବଳ ଥିବା ବ୍ୟକ୍ତି ମାଟି ସୁରେଇରେ ପାଣି ଭର୍ତ୍ତି କରି ଅଶ୍ବତ୍‌ଥ ବୃକ୍ଷ ମୂଳରେ ରଖିଦିଅନ୍ତୁ। ଏହାଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇଥାଏ।
31 May 2022 By The Sakala

ଘରର ଏହି ଦିଗରେ ରଖନ୍ତୁ ମାଟି ସୁରେଇ, ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିବା ସହ ହେବ ଧନବୃଦ୍ଧି

ଆଗରୁ ପ୍ରାୟ ସମସ୍ତେ ମାଟିରେ ନିର୍ମିତ କଳସ କିମ୍ବା ସୁରେଇରେ ପାଣି ରଖି ପିଉଥିଲେ। ଏବେ ବହୁତ କମ୍ ଲୋକଙ୍କ ଘରେ ମାଠିଆ କିମ୍ବା ସୁରେଇ ଦେଖିବାକୁ ମିଳୁଛି। ବାସ୍ତୁ ଅନୁଯାୟୀ, ସୁରେଇ ଘରେ ରଖିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ। ଜଳଭର୍ତ୍ତି ମାଟି ସୁରେଇ କିମ୍ବା କଳସ ଘରେ ରଖିବା ଦ୍ୱାରା ବ୍ୟକ୍ତିର ଭାଗ୍ୟଚକ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥାଏ। ତେବେ ମାଟି ସୁରେଇକୁ କେଉଁ ଦିଗରେ ରଖିବା ଆବଶ୍ୟକ ଏବଂ ଏ ସମ୍ପର୍କିତ କ’ଣ ନିୟମ ରହିଛି, ଆସନ୍ତୁ ଜାଣିବା।

  • ନୂଆ ମାଟି ସୁରେଇ କିଣି ଆଣିବା ପରେ, ତାହାକୁ ଭଲ ଭାବେ ଧୋଇ ସ୍ୱଚ୍ଛ ଜଳ ରଖନ୍ତୁ। ପ୍ରଥମେ ଏହି ସୁରେଇର ପାଣି ଜଣେ କନ୍ୟାକୁ ପିଇବାକୁ ଦିଅନ୍ତୁ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଏ ବୋଲି ବିଶ୍ୱାସ ରହିଛି।

  • ଘରର ଉତ୍ତର ଦିଗରେ ମାଟି ସୁରେଇରେ ପାଣି ଭର୍ତ୍ତି କରି ରଖିବା ଶୁଭ ହୋଇଥାଏ। ବାସ୍ତୁ ଅନୁସାରେ ଉତ୍ତର ଦିଗ ଦେବାଦେବୀଙ୍କ ଦିଗ ହୋଇଥିବାରୁ ଏହି ଦିଗରେ ପାଣିଭର୍ତ୍ତି ହୋଇଥିବା ସୁରେଇ ରଖିଲେ, ଦେବଦେବୀ ପ୍ରସନ୍ନ ହୋଇଥାନ୍ତି।

  • ଶନିଗ୍ରହ ଦୁର୍ବଳ ଥିବା ବ୍ୟକ୍ତି ମାଟି ସୁରେଇରେ ପାଣି ଭର୍ତ୍ତି କରି ଅଶ୍ବତ୍‌ଥ ବୃକ୍ଷ ମୂଳରେ ରଖିଦିଅନ୍ତୁ। ଏହାଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇଥାଏ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp